ଭୁବନେଶ୍ୱର: ଆଜିକାଲି ସମସ୍ତେ ସ୍ମାର୍ଟ ଫୋନର ବ୍ୟବହାର କରୁଛନ୍ତି l ଯୁବ ପିଢ଼ିଠାରୁ ଆରମ୍ଭ କରି ଶିଶୁ ଏବଂ ସମସ୍ତଙ୍କ ପାଇଁ ସ୍ନାର୍ଟ ଫୋନ ଏକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ପାଲଟିଛି l ହାତରେ ସ୍ମାର୍ଟ ଫୋନ ଟିଏ ଥିଲେ ଆମେ ସବୁକିଛି କରିପାରୁଛେ l କିନ୍ତୁ ଏହି ସ୍ମାର୍ଟଫୋନକୁ ଚାଲୁ କରିବା ପାଇଁ ନେଟ ବା ରିଚାର୍ଜର ଆବଶ୍ୟକତା ପଡିଥାଏ l ଏହି ରଚାର୍ଜ କରିବା ଦ୍ୱାରା ଆମେ ଫୋନରେ ଥିବା ସେ ସବୁ ସୁବିଧାକୁ ଉପଭୋଗ କରିପାରିବା l
କିନ୍ତୁ ଗତ କିଛି ଦିନ ତଳେ ରିଲିଆନ୍ସ ଜିଓ, ଏଆରଟେଲ ପରି ଭାରତର ଅଗ୍ରଣୀ ବଡ଼ ବ୍ରାଣ୍ଡ କମ୍ପାନୀ ଗୁଡିକ ସେମାନଙ୍କର ଇଚାର୍ଜକୁ ବଢ଼ାଇ ଦେଇଛନ୍ତି, ଯାହାକି ସାଧାରଣ ଲୋକଟିର ପକେଟକୁ ବାଧୁଛି l ଅତି କଷ୍ଟରେ ରଚାର୍ଜ କରୁଛନ୍ତି ଲୋକେ l
ମାତ୍ର ଏବେ ମାର୍କେଟ କୁ ଏପରି ଏହି ସମୟରେ ଏପରି ନୂତନ କମ୍ପାନୀ ବଜାରକୁ ଲଞ୍ଚ କରିଛି ଯିଏ ୩ ମାସ ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ ପ୍ରଦାନ କରୁଛି l ହଁ ଦର୍ଶକବନ୍ଧୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ମାତ୍ର ଏଇଟା ସତ l ରିଲିଆନ୍ସ ଜିଓ, ଏବଂ ଏଆରଟେଲ ଭଳି କମ୍ପାନୀ ଗୁଡିକ ନିଜର ରିଚାର୍ଜ ହାର ବୃଦ୍ଧି କରୁଥିବା ବେଳେ ୩ ମାସ ପର୍ଯ୍ୟନ୍ତ ଏକ କମ୍ପାନୀ କମ ମୂଲ୍ୟରେ ଅଧିକ ଲାଭ ପ୍ରଦାନ କରୁଛି l କମ୍ପାନୀର ନାମ ହେଉଛି ( Excitel). ୩ମାସ ପାଇଁ ଗ୍ରହକଙ୍କୁ ମାଗଣା ଇଣ୍ଟରନେଟ ଯୋଗାଇବା ବ୍ୟତୀତ କମ୍ପାନୀ ୧୮ ପ୍ରକାରର ସବସ୍କ୍ରିପସନ ପ୍ରଦାନ କରୁଛି l