ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ମଧ୍ୟରେ ବିଲ୍ ପାରିତ କରିବାକୁ ନେଇ ତାମିଲନାଡ଼ୁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଥିବା ସର୍ବୋଚ୍ଚ ଅଦାଲତଙ୍କୁ ରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି । ଗୋଟିଏ ବିଲକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କର କ’ଣ କ’ଣ କ୍ଷମତା ରହିଛି ସେ ନେଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟଙ୍କୁ ମୋଟ ୧୪ଟି ପ୍ରଶ୍ନ କରିଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୨୦୦, ୨୦୧, ୩୬୧, ୧୪୩, ୧୪୨, ୧୪୫ (୩) ଏବଂ ୧୩୧ ସହିତ ସମସ୍ତ ପ୍ରଶ୍ନ ଜଡ଼ିତ ରହିଛି ।
Read More >