ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କୁକିସ
Khabar Odisha:cookies-recipe-at-home
ଭୁବନେଶ୍ୱର, ଜାନୁଆରୀ 03 (ଖବର ଓଡିଶା) :

ସମସ୍ତେ ସାଧାରଣତ କୁକିସ ଖାଇବାକୁ ପସନ୍ଦ କରନ୍ତି  । ଘରେ କୁକିସ ବା ବିସ୍କୁଟ ତିଆରି କରିବା ଅତି ସହଜ  । 

ସାମଗ୍ରୀ - ମଇଦା ,  ଚିନି ପାଉଡର, ଘିଅ,  କ୍ଷୀର,  ଖାଇବା ସୋଡା , କାଜୁ , ବେସନ, ବେକିଂ ପାଉଡର

ପ୍ରଥମେ ଏକ ପାତ୍ରରେ 2 କପ ମଇଦାକୁ ରେ 1 କପ ବେସନ ମିଶାନ୍ତୁ  । ଏହା ପରେ ସେଥିରେ ବେକିଂ ପାଉଡର ମିଶାନ୍ତୁ  । ବେକିଂ ପାଉଡର ମିଶାଇବା ପରେ ଏଥିରେ ଦେଢ କପ ଚିନି ପାଉଡର ମଧ୍ୟ ମିଶାନ୍ତୁ  । ପାତ୍ରରେ ଥିବା ଗୁଣ୍ଡରେ ଘିଅକୁ ମିଶାନ୍ତୁ  । ଏହାକୁ ଭଲ ଭାବେ ଚକଟି ମିଶ୍ରଣ କରିବା ପରେ ସେଥିରୁ ଛୋଟ ଛୋଟ ବଲ ତିଆରି କରନ୍ତୁ   । ଏବଂ ଏହାକୁ ଏକ ବେକିଂ ଟ୍ରେରେ ତଳେ ଘିଅ ଲଗାଇ ରଖନ୍ତୁ  । ଏହାକୁ ପ୍ରେସର କୁକର କିମ୍ବା ଓଭାନରେ ବେକ କରିପାରିବେ 

  • Tags:

Subscribe

National International State Sports Entertainment