ଚିକାଗୋରୁ ବିମାନରେ ଭୁବନେଶ୍ୱର ପହଞ୍ଚିଲେ ୧୩୭ ଯାତ୍ରୀ
Khabar Odisha:State-Today-Airindia-flight--AI-126-landed-at-430AM-with-137-passengers-at-Bhubaneswar

ନୂଆଦିଲ୍ଲୀ, ମେ ୩୦ (ଖବର ଓଡ଼ିଶା): ଏୟାର ଇଣ୍ଡିଆର ବିମାନ ଆଜି ସକାଳୁ ଆମେରିକାର ଚିକାଗୋ ଠାରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । ଏଥିରେ ୧୩୭ ଜଣ ଯାତ୍ରୀ ଆସଛନ୍ତି । ଏହି ବିମାନ ଚିକାଗୋରୁ ଭାୟା ଦିଲ୍ଲୀ ଦେଇ ଭୁବନେଶ୍ୱର ପହଞ୍ଚିଥିଲା । 

ଗତକାଲି ଏୟାର ଇଣ୍ଡିଆର ଏକ ବିମାନ ଶ୍ରୀଲଙ୍କାରୁ ପ୍ରବାସୀମାନଙ୍କୁ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ଏଥିରେ ୫ ଜଣ ପ୍ରବାସୀ ଥିଲେ । ଅନ୍ୟ ୩ ଜଣ ହାଇଦ୍ରାବାଦ ବାସିନ୍ଦା ଥିଲେ । ଲକଡାଉନ ଯୋଗୁଁ ଏହି ଆଠ ଜଣ ପ୍ରବାସୀ ଶ୍ରୀଲଙ୍କାରେ ଫସି ରହିଥିଲେ । 

 

  • Tags:

Subscribe

National International State Sports Entertainment