ପରିବର୍ତ୍ତନ ହେବ ହରିଦ୍ୱାରର ଅନେକ ସ୍ଥାନର ନାମ: ବାଟ୍ ଦ୍ୱୀପର ନାମ ରହିବ ‘ଗଙ୍ଗା ଦ୍ୱୀପ’
ଆରବ ସାଗରରେ ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ; ୫ଜଣ ପାକିସ୍ତାନୀ ନାଗରିକ ଗିରଫ
ଚୀନରୁ ଆମଦାନି କରି ଆମେରିକାରେ ନକଲି ମଧୁମେହ, ଓଜନ ହ୍ରାସ ଔଷଧ ବିକୁଥିଲେ ୨ ଭାରତୀୟ!
ପଦ ଛାଡିବେ ଆଇଫେଲ୍ ଟାୱାର ମୁଖ୍ୟ, ମହିଳା କର୍ମଚାରୀଙ୍କୁ ବହିଷ୍କାର ନେଇ ଥିଲା ବିବାଦ
ଏସୀୟ କ୍ରୀଡ଼ା ୨୦୨୬: ଚମକିଲେ ଭାରତର ମହିଳା ତୀରନ୍ଦାଜୀ ଦଳ, ଚୀନକୁ ପରାସ୍ତ କରି ଜିତିଲା ସ୍ୱର୍ଣ୍ଣ ପଦକ
ଗଣ୍ଡକ ନଦୀରେ ତାଣ୍ଡବ: ୧୦ ଘଣ୍ଟା ମଧ୍ୟରେ ୪ଟିସ୍ଥାନରେ ବନ୍ଧ ଭାଙ୍ଗି ୨୦୦ ଗ୍ରାମ ବୁଡ଼ିଲା; ଟ୍ରେନ୍ ବାତିଲ
ଏଆଇର ନାମ ପରିବର୍ତ୍ତନ କରି ‘ସୁପର ଇଣ୍ଟେଲିଜେନ୍ସ’ ରଖିଲେ ଟ୍ରମ୍ପ, ସରକାରୀ ଡକ୍ୟୁମେଣ୍ଟରେ କଲେ ସ୍ୱାକ୍ଷର
ପାକିସ୍ତାନୀ ଆତଙ୍କବାଦୀ ମୁସା ମଧ୍ୟରାତ୍ରୀରେ ନିପାତ, କଶ୍ମୀରରେ ସୁରକ୍ଷା ବାହିନୀ ନେଲା କାର୍ଯ୍ୟାନୁଷ୍ଠାନ
ଆମେରିକୀୟ ଇତିହାସର ସର୍ବବୃହତ ଇସ୍ପାତ କାରଖାନା ନିର୍ମାଣ କରିବ ଭାରତର ଏସାର ଗ୍ରୁପ୍
୧୦ ମିନିଟ୍ରେ ୧.୫ ଲିଟର କୋଲ୍ଡ ଡ୍ରିଙ୍କ୍ ପିଇ ଚୀନ୍ର ଯୁବକଙ୍କ ମୃତ୍ୟୁ; କାରଣ କହିଲେ ଡାକ୍ତର
ଖଲିସ୍ତାନୀ ଆତଙ୍କବାଦୀଙ୍କ ପାଇଁ ନିଯୁକ୍ତି କେନ୍ଦ୍ର ପାଲଟିଛି ଉତ୍ତର ଭାରତୀୟ ଜେଲ୍?
‘କାନାଡାରେ ଭାରତର ଅପରାଧିକ କାର୍ଯ୍ୟକଳାପର କୌଣସି ଗ୍ୟାରେଣ୍ଟି ନାହିଁ’
ଖୁସି ହେବେ ଜମ୍ମୁ କଶ୍ମୀରର ବିଧାୟକ: ଦରମା ହୋଇପାରେ ୩ ଲକ୍ଷ ଟଙ୍କା
ସ୍ପାମ୍ କଲର ଧରିବ ଏଆଇ; ନକଲି ନମ୍ବର ମିଳିଲେ ସମସ୍ତ ସଂଯୋଗ ବିଚ୍ଛିନ୍ନ କରାଯିବ: ଟ୍ରାଇ
ପୁଏର୍ଟୋ ରିକୋ ନିକଟରେ ଡଙ୍ଗା ବୁଡ଼ି ୨ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଯାତ୍ରୀ ଉଦ୍ଧାର
୩୬ ଦେଶରୁ ୨୮୮ ପଳାତକଙ୍କୁ ଫେରାଇ ଅଣାଯାଇଛି: ଅମିତ ଶାହ
ଏସୀୟ କ୍ରୀଡ଼ା ୨୦୨୬: ସେମିଫାଇନାଲରେ ଶ୍ରୀଲଙ୍କାକୁ ମୁକାବିଲା କରିବ ଟିମ୍ ଇଣ୍ଡିଆ
କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ଲଗାମ ଲଗାଯିବ କି?
ସଂସଦରେ FCRA ସଂଶୋଧନ ଉପରେ ବିଚାରବିମର୍ଶ, ଆଜି ସଂସଦୀୟ କମିଟି ବୈଠକ
ଆମେରିକାର କୁଖ୍ୟାତ ତାଲିକାରେ ଗୋଲ୍ଡି ବ୍ରାରଙ୍କ ନାମ, ୧୦ କୋଟିର ପୁରସ୍କାର ଘୋଷିତ
ଦାରିଙ୍ଗିବାଡ଼ିର ଘାଟି ରାସ୍ତା ସିଲ୍ କଲା ପ୍ରଶାସନ, ଚଳାଚଳ ସଂପୂର୍ଣ୍ଣ ବନ୍ଦ
ଦୁର୍ନୀତି କଲେ ନିସ୍ତାର ନାହିଁ; ୪୧ ସରକାରୀ କର୍ମଚାରୀ ବହିଷ୍କୃତ, ୯୧ଙ୍କ ପେନସନ ବନ୍ଦ
ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ଜାତୀୟ ପ୍ୟାରେଡ୍; ଓଡ଼ିଶାରୁ ଯୋଗଦେବେ ୧୦୦୦ ପ୍ରତିନିଧି, ସ୍ୱତନ୍ତ୍ର ଟ୍ରେନ୍କୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବାତ୍ୟା ମୁକାବିଲାକୁ ନେଇ ଗଞ୍ଜାମ ପ୍ରଶାସନ ତତ୍ପର, ୮୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର, ମୁତୟନ ହେଲେ NDRF ଓ ODRAF ଟିମ୍