ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଆଗାମୀ ଟି-୨୦ ପାଇଁ ନ୍ୟୁ ସାଉଥ୍ ୱେଲ୍ସ ଲେଗ୍-ସ୍ପିନର ତନବୀର ସାଙ୍ଗାକୁ ଦଳରେ ସାମିଲ କରିଛି। ବ୍ୟକ୍ତିଗତ କାରଣରୁ ଜାମ୍ପା ସିରିଜର ପ୍ରଥମ ମ୍ୟାଚ୍ରୁ ଓହରି ଯାଇଛନ୍ତି। ସୋମବାର କ୍ରିକେଟ୍ ଅଷ୍ଟ୍ରେଲିଆ ନିଶ୍ଚିତ କରିଛି ଯେ ସାଙ୍ଗା କାନବେରାରେ ଦଳରେ ଯୋଗ ଦେଇଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ଅକ୍ଟୋବର ୨୯ରେ ମାନୁକା ଓଭାଲରେ ଖେଳାଯିବ।
Read More >