ସୋଫାରେ ଶୋଇଥିଲେ ବାପା କୁୁନାଲ ଖେମୁ,ଝିଅ କଲା ଏପରି କିଛି କାର୍ଯ୍ୟ ..ଭାଇରାଲ ହେଉଛି ଭିଡ଼ିଓ ଦିଲ୍ଲୀ,ନଭେମ୍ବର 13(ଖବର ଓଡ଼ିଶା): Share story: ସୋହା ଅଲି ଖାନ ଏବଂ କୁନାଲ ଖେମୁଙ୍କ ଝିଅ ଇନାୟା ସମସ୍ତଙ୍କ ପ୍ରିୟ । ଇନାୟାଙ୍କ ନାମରେ ଅନେକ ଫ୍ୟାନ୍ ପେଜ୍ ମଧ୍ୟ ତିଆରି କରାଯାଇଛି । ଯେଉଁଥିରେ ପ୍ରତିଦିନ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରାଯାଏ । ବଲିଉଡର ସବୁଠାରୁ ଲୋକପ୍ରିୟ ଷ୍ଟାର ପିଲାମାନଙ୍କ ମଧ୍ୟରେ ଇନାୟା ଗଣନା କରାଯାଏ । ସୋହା ଅଲି ଖାନ ରବିବାର ଦିନ ଝିଅ ଇନାୟା ଖେମୁଙ୍କର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବାପାଙ୍କ ପାଦ ନଖରେ ରଙ୍ଗ ଲଗାଉଥିବାର ନଜର ଆସିଛି ।ପ୍ରକୃତରେ କୁନାଲ ଖେମୁ ସୋଫାରେ ଶୋଇଛନ୍ତି ସେତେବେଳେ ତାଙ୍କ ଝିଅ ଇନାୟା ଚୁପଚାପ୍ ତାଙ୍କ ପାଦରେ ନଖ ନେଲପଲିସ୍ ଲଗାଉଛନ୍ତି । ଇନାୟା ତାଙ୍କ ପିତାଙ୍କ ପାଇଁ ଗୋଲାପୀ ରଙ୍ଗର ନଲପଲିସ୍ ରଙ୍ଗ ବାଛିଛନ୍ତି । ଏହି ସୁନ୍ଦର ଭିଡିଓ ସେୟାର କରି ସୋହା ଅଲି ଖାନ ଲେଖିଛନ୍ତି - ଅପରାହ୍ନରେ ଶୋଇବା ବିପଜ୍ଜନକ ହୋଇପାରେ। ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କମେଣ୍ଟରେ ହାର୍ଟ ଇମୋଜି ଦେଇଛନ୍ତି । View this post on Instagram A post shared by Soha (@sakpataudi) ଖବର ଓଡ଼ିଶା, Reporter, 13-11-2022 8:31AM ୧୯୮୬ ମସିହାରେ କମ୍ପ୍ୟୁଟର ଆଧାରିତ ଟିକେଟ୍ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲା ଭାରତୀୟ ରେଳବାଇ Lipika Pradhan | 19-02-2025 12:35PM ବିଶ୍ୱର ସର୍ବବୃହତ ରେଳ ନେଟୱାର୍କ ମଧ୍ୟରୁ ଅନ୍ୟତମ ଭାରତୀୟ ରେଳବାଇ ୧୯ ଫେବୃଆରୀ ୧୯୮୬ରେ ଏକ ଐତିହାସିକ ପଦକ୍ଷେପ ନେଇଥିଲା। ଏହି ଦିନ, ନୂଆଦିଲ୍ଲୀ ରେଳ ଷ୍ଟେସନରେ... Read More > ଗୁଟଖା-ପାନ ମସଲା ଖାଇଲେ, ବିକ୍ରୟ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ: ଝାଡ଼ଖଣ୍ଡ ସରକାର Lipika Pradhan | 19-02-2025 12:03PM ଝାଡ଼ଖଣ୍ଡ ସରକାର ରାଜ୍ୟରେ ଗୁଟଖା ଏବଂ ପାନ ମସଲାର ବିକ୍ରୟ, ରଖିବା ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବା ପାଇଁ ଏକ ଐତିହାସିକ ନିଷ୍ପତ୍ତି... Read More > ହିନ୍ଦୁ ବିବାହ ଆଇନ ଅନୁଯାୟୀ ଜୈନ ଦମ୍ପତିମାନେ ଛାଡପତ୍ର ମାଗିପାରିବେ କି? Lipika Pradhan | 19-02-2025 11:41AM ଜୈନ ଦମ୍ପତିଙ୍କ ଛାଡପତ୍ର ମାମଲା ହାଇକୋର୍ଟରେ ପହଞ୍ଚି ଏକ ବଡ଼ ପ୍ରଶ୍ନ ଉଠାଇଛି। ପ୍ରଶ୍ନ ହେଉଛି ହିନ୍ଦୁ ବିବାହ ଆଇନ ଅନୁଯାୟୀ ଜୈନ ସମ୍ପ୍ରଦାୟର ଲୋକମାନେ... Read More > କୌଣସି ପରିସ୍ଥିତିରେ ଆମ ମାଟିରେ ଭାରତୀୟ ପତାକା ଉତ୍ତୋଳନ କରିବାକୁ ଦେବୁ ନାହିଁ: ପାକିସ୍ତାନ Lipika Pradhan | 19-02-2025 11:04AM ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ ଆଜି (୧୯ ଫେବୃଆରୀ) ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ସମସ୍ତ ପ୍ରସ୍ତୁତି ସମାପ୍ତ... Read More > ଘାଟିରେ ଅପରେସନ୍ ତ୍ୱରାନ୍ୱିତ କରିବାକୁ ଆଇଜିଙ୍କ ନିର୍ଦ୍ଦେଶ; ସୁଦୃଢ଼ ହେବ ଗୁଇନ୍ଦା ବ୍ୟବସ୍ଥା Lipika Pradhan | 19-02-2025 10:32AM ପୁଲିସ ମହାନିରୀକ୍ଷକ (କଶ୍ମୀର ରେଞ୍ଜ) ଭିକେ ବିର୍ଡି ମଙ୍ଗଳବାର ଦିନ ଦକ୍ଷିଣ କଶ୍ମୀରରେ ବଳକା ଆତଙ୍କବାଦୀ ଏବଂ ସେମାନଙ୍କ ନେଟୱାର୍କକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିବା ପାଇଁ... Read More > ତ୍ରିବେଣୀ ସଂଗମରେ ରେକର୍ଡ ଭାଙ୍ଗିଲା ଭକ୍ତଙ୍କ ସଂଖ୍ୟା: ୫୫କୋଟିରୁ ଅଧିକ ଲୋକ ପକାଇଲେ ପବିତ୍ର ବୁଡ଼ Lipika Pradhan | 19-02-2025 10:01AM ତୀର୍ଥରାଜଙ୍କ ଧାର୍ମିକ ଭୂମିରେ ବିଶ୍ୱର ସର୍ବବୃହତ ଧାର୍ମିକ ଏବଂ ସାଂସ୍କୃତିକ ସମାବେଶ, ମହାକୁମ୍ଭ ଏବେ ମହାନ ଇତିହାସ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ, ୫୫ କୋଟିରୁ ଅଧିକ ଭକ୍ତ ପବିତ୍ର ତ୍ରିବେଣୀରେ... Read More > ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ: ମୁତୟନ ହେବେ ୫ ହଜାରରୁ ଅଧିକ ସୁରକ୍ଷା କର୍ମୀ Lipika Pradhan | 19-02-2025 9:30AM ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଦିନ ରାମଲୀଳା ମୈଦାନ ଅଞ୍ଚଳରେ ଏବଂ ଏହାର ଆଖପାଖରେ ପାଞ୍ଚ ହଜାରରୁ ଅଧିକ ସୁରକ୍ଷା କର୍ମୀ ମୁତୟନ... Read More > ଭାରତ ପାଖରେ ବହୁତ ଟଙ୍କା ଅଛି, ଆମେ କାହିଁକି ୨୧ ନିୟୁତ ଡଲାର ଦେବୁ? Lipika Pradhan | 19-02-2025 9:02AM ଏଲନ୍ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ନିରନ୍ତର ଭାବରେ ଯୁକ୍ତରାଷ୍ଟ୍ର ଆନ୍ତର୍ଜାତୀୟ ବିକାଶ ସଂସ୍ଥା ଅର୍ଥାତ୍ ୟୁଏସ୍ଏଆଇଡି ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ... Read More > ଆମେ ହସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ଆମର ପ୍ରୟାସ ଜାରି ରଖିବୁ: ବାଂଲାଦେଶ Lipika Pradhan | 19-02-2025 8:32AM ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର କହିଛନ୍ତି ଯେ ଶେଖ ହାସିନାଙ୍କୁ ଭାରତରୁ ଫେରାଇ ଆଣିବା ଏହାର ସର୍ବୋଚ୍ଚ ପ୍ରାଥମିକତା। ୟୁନୁସ୍ ସରକାର କହିଛନ୍ତି... Read More > ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା: ଆଜି ନବନିର୍ବାଚିତ ବିଧାୟକଙ୍କର ବୈଠକ Lipika Pradhan | 19-02-2025 8:07AM ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ବିଷୟରେ ବୁଧବାର ଜଣାପଡ଼ିବ। ବିଜେପିର ୪୮ ଜଣ ନବନିର୍ବାଚିତ ବିଧାୟକଙ୍କର ଏକ ବୈଠକ ବୁଧବାର... Read More > ରୁଷ୍ର ଘୋଷଣା: ଜେଲେନ୍ସକିଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛନ୍ତି ପୁଟିନ୍ Lipika Pradhan | 19-02-2025 7:46AM ରୁଷ କହିଛି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। କ୍ରେମଲିନ୍ ଦ୍ୱାରା ଜାରି ବିବୃତ୍ତିରେ... Read More > କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲାରେ ଚେତାବନୀ ଜାରି କଲେ ନେପାଳ ସରକାର; କହିଲେ... Lipika Pradhan | 19-02-2025 7:33AM କିଟ୍ ବିଶ୍ବବିଦ୍ୟାଳୟରେ ଗତ ରବିବାର ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା(୧୯)ଙ୍କ ମୃତ୍ୟୁ ମାମଲାରେ ନେପାଳ ସରକାର ଚେତାବନୀ ଜାରି... Read More > Tweets by Khabar Odisha Recent ବସ୍କୁ ଧକ୍କା ଦେଲା ବୋଲେର; ୬ ଗୁରୁତର କ’ଣ ଧନଶ୍ରୀଙ୍କୁ ଭୋରଣ ପୋଷଣ ବାବଦରେ ୬୦ କୋଟି ଦେଇଛନ୍ତି ଚହଲ ? ସାମ୍ନାକୁ ଆସିଲା ସତ୍ୟତା ମହାକୁମ୍ଭରୁ ଆସିଲା ଲଜ୍ଜାଜନକ ଘଟଣା; ଟେଲିଗ୍ରାମରେ ବିକ୍ରି ହେଉଛି ମହିଳାଙ୍କ ଗାଧେଇବା ବେଳର ଫଟୋ ଓ ଭିଡ଼ିଓ ମାହାଙ୍ଗା ପ୍ରସଙ୍ଗକୁ ନେଇ ଅରୁଣଙ୍କୁ ବିଜେପି ବିଧାୟକଙ୍କ ଦୃଢ ଜବାବ ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |