ଆଫଗାନିସ୍ତାନରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତାଲିବାନ ସରକାରଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାବୁଲ, ଉରୁଜଗାନ, ମଜାର-ଏ-ଶରିଫ ଏବଂ ହେରାତ ସମେତ ଅନେକ ସହରରେ ଫାଇବର-ଅପ୍ଟିକ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ଯଦିଓ ପରେ ମୋବାଇଲ୍ ଇଣ୍ଟରନେଟ୍ କିଛି ସମୟ ପାଇଁ କାମ କରିଥିଲା, ସିଗନାଲ ଟାୱାରଗୁଡ଼ିକ ଭାଙ୍ଗିଯିବା ଯୋଗୁଁ ଏହା ମଧ୍ୟ କାମ କରିବା ବନ୍ଦ କରିଦେଇଛି।
Read More >