ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ପରମାଣୁ ପ୍ରକଳ୍ପଗୁଡ଼ିକୁ ନେଇ ଆମେରିକା ଏବଂ ଇସ୍ରାଏଲ୍ର ଆଭିମୁଖ୍ୟ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଯଦି ଇରାନର ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ କୌଣସି ସାମରିକ ଆକ୍ରମଣ ହୁଏ, ତେବେ ଏହା କେବଳ ଇରାନ ନୁହେଁ, ବରଂ ସମଗ୍ର ଆରବ ଜଗତରେ ଭୟଙ୍କର ପ୍ରଳୟ ସୃଷ୍ଟି କରିପାରେ।
Read More >