କରୋନା: ବିଶ୍ୱରେ ମୃତ୍ୟୁ ସଂଖ୍ୟା ୯.୭୪ ଲକ୍ଷକୁ ବୃଦ୍ଧି, ୩ କୋଟି ୧୭ ଲକ୍ଷ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-974-lakh-317-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ସମଗ୍ର ଲାଗି ବିଶ୍ୱରେ ବୁଧବାର ସକାଳ ୬ଟା ୩୦ ସୁଦ୍ଧା ୩ କୋଟି ୧୭ ଲକ୍ଷ ୬୬ ହଜାର ୧୩୧ ଜଣ ଲୋକ ସଂକ୍ରମିତ ହୋଇସାରିଛନ୍ତି ।  ସେହିପରି ୯ ଲକ୍ଷ ୭୪ ହଜାର ୬୨୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୩୩ ଲକ୍ଷ ୮୨ ହଜାର ୧୨୬ ଜଣ ସୁସ୍ଥ ହୋଇଥିବା ବେଳେ ୭୪ ଲକ୍ଷ ୯ ହଜାର ୩୮୫ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୨ ହଜାର ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୭୦ ଲକ୍ଷ ୯୭ ହଜାର ୯୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୫ ହଜାର ୪୭୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୫ ଲକ୍ଷ ୮୧ ହଜାର ୮୨୦ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୪୬ ହଜାର ୩୫୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୫୯ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ଶନ

କେଉଁ ଦେଶରେ କରୋନାର ସ୍ଥିତି କେମିତି 

ବ୍ରାଜିଲ: ୪୫ ଲକ୍ଷ ୯୫ ହଜାର ୩୩୫ ସଂକ୍ରମିତ, ୧ ଲକ୍ଷ ୩୮ ହଜାର ୧୫୯ ମୃତ

ଋଷିଆ: ୧୧ ଲକ୍ଷ ୧୫ ହଜାର ୮୧୦ ସଂକ୍ରମିତ, ୧୯ ହଜାର ୬୪୯ ମୃତ

କଲୋମ୍ବିଆ: ୭ ଲକ୍ଷ ୭୭ ହଜାର ୫୩୭ ସଂକ୍ରମିତ, ୨୪ ହଜାର ୫୭୦ ମୃତ 

ପେରୁ: ୭ ଲକ୍ଷ ୭୨ ହଜାର ୮୯୬ ସଂକ୍ରମିତ, ୩୧ ହଜାର ୪୭୪ ମୃତ

ମେକ୍ସିକୋ: ୭ ଲକ୍ଷ ୫୮୦ ସଂକ୍ରମିତ, ୭୩ ହଜାର ୬୯୭ ମୃତ

ସ୍ପେନ: ୬ ଲକ୍ଷ ୮୨ ହଜାର ୨୬୭ ସଂକ୍ରମିତ, ୩୦ ହଜାର ୯୦୪ ମୃତ 

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୬୩ ହଜାର ୨୮୨ ସଂକ୍ରମିତ, ୧୬ ହଜାର ୧୧୮ ମୃତ

ଆର୍ଜେଣ୍ଟିନା: ୬ ଲକ୍ଷ ୫୨ ହଜାର ୧୭୪ ସଂକ୍ରମିତ, ୧୩ ହଜାର ୯୫୨ ମୃତ

ପାକିସ୍ତାନ: ୩ ଲକ୍ଷ ୬ ହଜାର ୮୮୬ ସଂକ୍ରମିତ, ୬ ହଜାର ୪୨୪ ମୃତ 

 

  • Tags:

Subscribe

National International State Sports Entertainment