ମଧ୍ୟପ୍ରାଚ୍ୟରେ ସଂଘର୍ଷ ଶେଷ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ସମାପ୍ତ କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାର ବିବରଣୀ ପ୍ରକାଶ ପାଇଛି। ଏହି ୧୪-ସୂତ୍ରୀ ଚୁକ୍ତିନାମା ଅନୁଯାୟୀ, ଇରାନ ତୁରନ୍ତ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ପଦକ୍ଷେପ ନେବ।
Read More >