ମେଡିସିନ ତିଆରି କରିଥିବା ପାଇଁ ମିଳିବ ନୋବେଲ ପୁରସ୍କାର । ୨୦୧୯ ମସିହାରେ ସାରା ବିଶ୍ୱ ଉପରେ ପ୍ରଭାବ ପକାଇଥିଲା କୋଭିଡ-୧୯ । କୋଭିଡ-୧୯ର ପ୍ରଭାବ ଏତେ ବ୍ୟାପିଯାଇଥିଲା ଯେ, ପ୍ରାୟ ୩ ବର୍ଷ ପର୍ଯ୍ୟନ୍ତ ସାରା ବିଶ୍ୱରୁ ତାର ପ୍ରଭାବ ଯାଇନଥିଲା । ଏବେ ବି ଲୋକମାନେ ତା ନାଁ ଶୁଣିଲେ ଭୟ କରୁଛନ୍ତି । ଏହି ମହାମାରୀର ପ୍ରଭାବରେ କେତେ ଲୋକ ନିଜ ଆତ୍ମୀୟ ଲୋକଙ୍କୁ ମଧ୍ୟ ହରାଇଛନ୍ତି
Read More >