୭ ବର୍ଷ ପରେ ପୁଣି ଥରେ କ୍ୟାନସରର ଶିକାର ହେଲେ ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ; ସୋସିଆଲ ମିଡ଼ିଆରେ ଦେଲେ ସୂଚନା Khabar Odisha 07/04/2025 Share story: ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ତଥା ଲେଖିକା ଓ ନିର୍ଦ୍ଦେଶିକା ତାହିରା କଶ୍ଚପ୍ୟଙ୍କୁ ପୁଣି ଥରେ କ୍ୟାନସର । ବର୍ଷ ବର୍ଷ ଧରି ସ୍ତନ୍ୟ କକର୍ଟର ଶିକାର ହୋଇ ଅନେକ କଷ୍ଟ ସହ ରୋଗରୁ ଭଲ ହୋଇଥିଲେ ତାହିରା । ୨୦୧୮ ମସିହାରେ ସେ ଏଥିରେ ଆରୋଗ୍ୟ ଲାଭ କରିଥିବା ଫ୍ୟାନ୍ସଙ୍କୁ ଜଣାଇଥିଲେ । ତେବେ ଦୀର୍ଘ ୭ ବର୍ଷ ପରେ ଏବେ ପୁଣି ସେ କକର୍ଟରେ ପୀଡ଼ିତ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସେ ଲେଖିଛନ୍ତି, ‘୭ବର୍ଷ ଧରି ନିୟମିତ ଚେକଅପ୍ ପରେ ମୁଁ ଏବେ ପୁଣି ଥରେ ସ୍ତନ୍ୟ କକର୍ଟରେ ଆକ୍ରାନ୍ତ ହୋଇଛି । ମୁଁ ଏହାକୁ ଏକ ଭିନ୍ନ ଦୃଷ୍ଟିକୋଣୁ ଦେଖିବାକୁ ଚାହେଁ, ଏବଂ ସମସ୍ତଙ୍କୁ ଏଇ ପରାମର୍ଶ ଦେବି ଯେ, ମଝିରେ ମଝିରେ ମେମୋଗ୍ରାମ(ଟେଷ୍ଟ) କରାଇନିଅନ୍ତୁ । ଏହା ମୋର ଦ୍ୱିତୀୟ ରାଉଣ୍ଡ, ତଥାପି ସାହସର ସହ ମୁକାବିଲା କରିବାକୁ ମୁଁ ପ୍ରସ୍ତୁତ’ ବୋଲି ସେ ନିଜ ଇନଷ୍ଟ୍ରାରେ ପୋଷ୍ଟ କରିଛନ୍ତି । ତାହିରଙ୍କୁ ୨୦୧୮ ମସିହାରେ ସ୍ତନ କର୍କଟ ରୋଗରୁ ଭଲ ହୋଇଥିଲେ। ସୁସ୍ଥ ହେବା ପରେ ତାହିର ଏହା ବିଷୟରେ ସଚେତନତା ପ୍ରସାର କରିଥିଲେ ଏବଂ ତାଙ୍କ ଯାତ୍ରା ବିଷୟରେ ଖୋଲାଖୋଲି କହିଥିଲେ। ସେ ସ୍ତନ କର୍କଟ ରୋଗର ଚିହ୍ନ ମଧ୍ୟ ଦେଖାଇଥିଲେ। ତାହିରା ବିଶ୍ୱ କର୍କଟ ଦିବସରେ ତାଙ୍କର କେଶହୀନ ଫଟୋ ସେୟାର କରିଥିଲେ ଏବଂ ଏକ ବାର୍ତ୍ତା ଲେଖିଥିଲେ। ସେ ତାଙ୍କ ଚିକିତ୍ସା ସମୟର ମୁହୂର୍ତ୍ତଗୁଡ଼ିକୁ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଥିଲେ । View this post on Instagram A post shared by tahirakashyapkhurrana (@tahirakashyap) Subhashree Sukla, , 07-04-2025 4:33PM ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାର: ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ହେଲେ ଟେୟାନା ଟେଲର Lipika Pradhan | 12-01-2026 10:01AM ଆଞ୍ଜେଲସ୍: ଆମେରିକାର ଲସ୍ ଆଞ୍ଜେଲସ୍ରେ ଏକ ତାରକାପୂର୍ଣ୍ଣ ସନ୍ଧ୍ୟାରେ ୨୦୨୬ ଗୋଲ୍ଡେନ୍ ଗ୍ଲୋବ୍ ପୁରସ୍କାରର ବିଜେତାମାନଙ୍କ ନାମ ଘୋଷଣା କରାଯାଇଛି। ପ୍ରତିବର୍ଷ ଏହି ପ୍ରତିଷ୍ଠିତ ହଲିଉଡ୍ ପୁରସ୍କାର ସମାରୋହ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ତାରକାମାନଙ୍କୁ ସମ୍ମାନିତ କରିଥାଏ ଯେଉଁମାନେ ସେମାନଙ୍କର ଶକ୍ତିଶାଳୀ ଅଭିନୟ ଏବଂ କାହାଣୀ କହିବା ଦ୍ୱାରା ଦର୍ଶକଙ୍କୁ ମୋହିତ କରିଛନ୍ତି। Read More > ଇଣ୍ଡିଆନ୍ ଆଇଡିଆଲ୍ ବିଜେତା ଗାୟକ ପ୍ରଶାନ୍ତ ତମାଙ୍ଗଙ୍କ ପରଲୋକ Swagatika Sahoo | 11-01-2026 4:54PM ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆକୁ ପୁଣି ଏକ ଝଟକା ଲାଗିଛି । ଇଣ୍ଡିଆନ୍ ଆଇଡିଆଲ୍ ସିଜନ୍-୩ର ବିଜେତା ଏବଂ ପାତାଲ୍ ଲୋକ୍ ଅଭିନେତା ପ୍ରଶାନ୍ତ ତମାଙ୍ଗର ଅକାଳ ବିୟୋଗ ହୋଇଛି । ରବିବାର ଦିଲ୍ଲୀ ବାସଭବନରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା । Read More > The Raja Saab Box Office Collection: ପ୍ରଭାସଙ୍କ 'ଦି ରାଜା ସାବ' ଦ୍ୱିତୀୟ ଦିନରେ ହିଁ ଖସିଗଲା Sangeeta Priyadarshini Sahoo | 10-01-2026 5:32PM ଜାନୁଆରୀ ୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ପାନ-ଇଣ୍ଡିଆ ଷ୍ଟାର ପ୍ରଭାସଙ୍କ ଫିଲ୍ମ। ତାଙ୍କର ହରର-କମେଡି ଫିଲ୍ମକୁ ମିଶ୍ରିତ ସମୀକ୍ଷା ମିଳୁଛି। ଦର୍ଶକ ଏହାକୁ ବିଶେଷ ପସନ୍ଦ କରୁନାହାଁନ୍ତି Read More > ୫୨ ବର୍ଷ ବୟସରେ ପାଦ ଥାପିଲେ ‘‘ଗ୍ରୀକ୍ ଗଡ୍’’ ହ୍ରିତିକ୍ ରୋଶନ : ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ଶୁଭେଚ୍ଛା Archana Anamika Ray | 10-01-2026 5:18PM ୫୨ ବର୍ଷ ବୟସରେ ପାଦ ଥାପିଛନ୍ତି ବଲିଉଡର ‘‘ଗ୍ରୀକ୍ ଗଡ୍’’ ହ୍ରିତିକ୍ ରୋଶନ। ଜନ୍ମଦିନ ଉପଲକ୍ଷେ ହ୍ରିତିକଙ୍କୁ ବଲିଉଡ ଷ୍ଟାରଙ୍କ ସମେତ ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ଏପରିକି ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲମ୍ବା ଆୟୁଷ ପାଇଁ ପୂଜା କରିବା ସହିତ ସେ ସବୁବେଳେ ଖୁସି ରୁହନ୍ତୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। Read More > ଯଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ Bhakta Samantaray | 07-01-2026 1:24AM ଭୁବନ: ସୋମବାର ଯଲିଉଡ୍ର ଦୁର୍ଦ୍ଦାନ୍ତ ଖଳନାୟକ ଜ୍ଞାନ ରଞ୍ଜନ ସାହୁଙ୍କ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଭୁବନ ମେଡିକାଲରେ ଦେହାନ୍ତ ହୋଇଛି। ସେ ଜ Read More > ଦୀପିକା ପାଦୁକୋନ୍ ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେଲେ Sangeeta Priyadarshini Sahoo | 05-01-2026 12:58PM ଦୀପିକା ପାଦୁକୋଣ ଆଜି ତାଙ୍କର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତ୍ରୀ ଏବଂ ପ୍ରଯୋଜିକା ଦୀପିକା ମାନସିକ ସ୍ୱାସ୍ଥ୍ୟ ସଚେତନତା ପାଇଁ କାମ କରୁଛନ୍ତି। ତାଙ୍କ ଜନ୍ମଦିନରେ Read More > ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ "ଧୁରନ୍ଧର" ରଚିଲା ଇତିହାସ; ବକ୍ସ ଅଫିସରେ ରାଜ୍ ପରେ ନୂଆ ରେକର୍ଡ, ଏଠାରେ ହେଲା ଟିକସ ଛାଡ଼ ଘୋଷଣା Subhashree Sukla | 02-01-2026 7:23PM dhurandhar-becomes-tax-free-in-ladakh-ranveer-singh-movie-rules-on-box-office Read More > ଧୁରନ୍ଧର'କୁ ଭୟ କରୁଛନ୍ତି ଅକ୍ଷୟ କୁମାର!: ଏହି ଚଳଚ୍ଚିତ୍ର ତାରିଖକୁ ଘୁଞ୍ଚାଇ ଦେଲେ Sangeeta Priyadarshini Sahoo | 31-12-2025 5:14PM ୨୦୨୫ ବର୍ଷ ଅକ୍ଷୟ କୁମାରଙ୍କ ପାଇଁ ଏକ ମିଶ୍ରିତ ବର୍ଷ ହୋଇଛି। ଚାରୋଟି ଫିଲ୍ମ ରିଲିଜ୍ ହୋଇଥିଲା, ଯାହା ମଧ୍ୟରୁ ଗୋଟିଏ ବି ବକ୍ସ ଅଫିସରେ ଭଲ ପଦର୍ଶନ ହୋଇନଥିଲା Read More > 'ଦି ବ୍ୟାଡ୍ସ ଅଫ୍ ବଲିଉଡ୍' ଠାରୁ 'ପଞ୍ଚାୟତ ୪' ପର୍ଯ୍ୟନ୍ତ: ଏହି ସିରିଜ୍ ଗୁଡିକ ଚଳିତ ବର୍ଷ ହଇଚଇ ସୃଷ୍ଟି କରିଛି Sangeeta Priyadarshini Sahoo | 30-12-2025 11:36AM ୨୦୨୫ ବର୍ଷ ଭାରତୀୟ OTT ପ୍ଲାଟଫର୍ମ ପାଇଁ ଏକ ମହୋତ୍ସବଠାରୁ କମ୍ ନଥିଲା। ଏହି ବର୍ଷ ଦର୍ଶକମାନେ ଅପରାଧ, ରାଜନୀତି, ପାରିବାରିକ, କମେଡି ଭଳି କାହାଣୀର ଖୁବ୍ ମଜା ଉଠାଇଥିଲେ Read More > ଫେବୃୟାରୀରେ ବିବାହ କରିବେ ରଶ୍ମିକା ଏବଂ ବିଜୟ Swagatika Sahoo | 30-12-2025 11:06AM ନୂଆଦିଲ୍ଲୀ: ସାଉଥ ସିନେମାର ଦୁଇ ଚର୍ଚ୍ଚିତ ଯୋଡ଼ି ରଶ୍ମିକା ମାନ୍ଧାନା ଏବଂ ବିଜୟ ଦେବେରକୋଣ୍ଡା ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ଗୋପନୀୟ ନିର୍ବନ୍ଧ କରିବା ପରେ ଦୁଇ ଜଣଙ୍କ ବିବାହ ତାରିଖ ସାମ୍ନାକୁ ଆସିଛି । Read More > ଧୂରନ୍ଧରର ଗୋଟିଏ ଡାଇଲଗକୁ ନେଇ ବିବାଦ, ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଲା ମାମଲା Bhakta Samantaray | 24-12-2025 2:07PM ନୂଆଦିଲ୍ଲୀ: ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି ବଲିଉଡ ଫିଲ୍ମ ଧୂରନ୍ଧର । ଏହାକୁ ନେଇ ଏବେ ନୂଆ ବିବାଦ ଦେଖା ଦେଇଛି । ବଲୋଚ ସଂପ୍ରଦାୟର Read More > ଯୁବରାଜ ସିଂହ, ରବିନ୍ ଉଥପ୍ପା, ଉର୍ବଶୀ ଓ ସୋନୁ ସୁଦଙ୍କ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ Subhashree Sukla | 19-12-2025 7:28PM ed-attaches-assets-of-yuvraj-singh-sonu-sood-others-in-illegal-betting-app-case Read More > Tweets by Khabar Odisha Recent ନିରବ ରହିଲେ ବିପଦ କମେ ନାହିଁ, ବରଂ ବଢେ; ଟ୍ରମ୍ପଙ୍କ ଧମକ ଉପରେ ଦୁନିଆକୁ ଇରାନର ଉପଦେଶ ଆମ ବସ୍ ସେବା ପାଇଁ ଉଚ୍ଚସ୍ତରୀୟ କମିଟି ବୈଠକ, ୩୦ ପୁରୁଣା ବସର ହେବ ସ୍କ୍ରାପିଂ ଟ୍ରମ୍ପ ଦେଲେ ବଡ଼ ଝଟକା, ରୁଷ-ଇରାନ ସମେତ ୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି ରାଜକୋଟରେ ‘ସୁପର ଫ୍ଲପ’ ମାରିଲା ଟିମ୍ ଇଣ୍ଡିଆ, ଡାରିଲଙ୍କ ଆଗରେ ରାହୁଲ ଫିକା, ସିରିଜ୍ ବରାବର ଭିଡିଓ Raja Bhai's Dahi Gupchup Secret Goes Viral On Social Media | Khabar Odisha