ଅର୍ଥ ହେରଫେର ମାମଲାରେ ଅଭିନେତ୍ରୀ ୟାମି ଗୌତମଙ୍କୁ ନୋଟିସ୍ ପଠାଇଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
Khabar Odisha:ami-Gautam-summoned-by-Enforcement-Directorate-in-alleged-money-laundering-case

ନୂଆଦିଲ୍ଲୀ,ଜୁଲାଇ ୦୨(ଖବର ଓଡ଼ିଶା):ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଭିନେତ୍ରୀ ୟାମି ଗୌତମଙ୍କୁ ଡକାଇ ଫେମା (ବୈଦେଶିକ ବିନିମୟ ପରିଚାଳନା ଅଧିନିୟମ) ଅନୁଯାୟୀ ହୋଇଥିବା ଅନିୟମିତତା ଘଟଣାରେ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ ଆସନ୍ତା ସପ୍ତାହରେ ସେମାନଙ୍କ ନିକଟରେ ହାଜର ହେବାକୁ କହିଛନ୍ତି

Mumbai: Enforcement Directorate (ED) summons actor Yami Gautam, asking her to appear before them next week to record her statement in connection with alleged irregularities under FEMA (Foreign Exchange Management Act).

(File photo) pic.twitter.com/orR0zzk2nn

ନିକଟରେ ନିକଟସ୍ଥ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ଅନ୍ତରଙ୍ଗ ସମାରୋହରେ ୟାମି ଗୌତମ \'ଉରି\' ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ ବିବାହ ବନ୍ଧନରେ ଡାନ୍ଧୀ ହୋଇଥିଲେ। ପରେ ଏହି ଦମ୍ପତି ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ବିବାହ ଘୋଷଣା କରିଥିଲେ ଯେଉଁଥିରେ ସେମାନେ ନିଜ ବିବାହ ସମାରୋହରୁ ଏକ ଫଟୋ ସୋସିଆଲ ମିଠିଆରେ ସେୟାର କରିଥିଲେ।

  • Tags:

Subscribe

National International State Sports Entertainment