ବ୍ୟାଡମିଣ୍ଟନ ଖେଳାଳି ମାଥିଆସ୍ ବୋଏଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ। ମାଥିଆସ୍ ବୋଏ ଉଦୟପୁରରେ ଏକ ଅନ୍ତରଙ୍ଗ ପାରିବାରିକ ସମାବେଶରେ ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି। ତେବେ ତାପସୀ ପନ୍ନୁ ଶିଖ୍ ଏବଂ ମାଥିଆସ୍ ବୋଏ ଖ୍ରୀଷ୍ଟିଆନ ହୋଇଥିବାରୁ ଉଭୟ ଶିଖ୍ ଧର୍ମ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ଦୁହିଁଙ୍କ ବିବାହ ସମ୍ପର୍ଣ ହୋଇଛି।
ସୂଚନା ଅନୁସାରେ , ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ। ସେ ତାଙ୍କ ବୟଫ୍ରେଣ୍ଡ ମାଥିଆସ୍ ବୋଏଙ୍କୁ ଆଜି ବିବାହ କରିଛନ୍ତି। ମାଥିଆସ୍ ବୋଏ ଉଦୟପୁରରେ ଏକ ଅନ୍ତରଙ୍ଗ ପାରିବାରିକ ସମାବେଶରେ ବ୍ୟାଡମିଣ୍ଟନ ଖେଳାଳି ଅଟନ୍ତି। ଏହି ଉଭୟ ଶିଖ୍ ଧର୍ମ ଏବଂ ଖ୍ରୀଷ୍ଟିଆନ ରୀତିନୀତିରେ ସମ୍ପର୍ଣ ହୋଇଛି। ତେବେ ତାପସୀ ପନ୍ନୁ କେବଳ ତାଙ୍କର ଏବଂ ମାଥିଆସ୍ ବୋଏଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତେବେ ଏହି ବିବାହ ସମାରୋହରେ ଅଧିକ କାହାକୁ ନିମନ୍ତ୍ରଣ କରାଯାଇ ନାହିଁ। ତେବେ ସମସ୍ତ ରୀତିନୀତି ଏବଂ ପରମ୍ପରା ଅନୁଯାୟୀ ଦୁହିଁଙ୍କ ବିବାହ ସମ୍ପର୍ଣ ହୋଇଛି।