ଆଜି ବଲିଉଡ ଅଭିନେତା ଶ୍ରେୟସ୍ ତଲପଡେଙ୍କ ଜନ୍ମଦିନ। ଆଜି ଶ୍ରେୟସ୍ ୫୦ ବର୍ଷ ବୟସରେ ପାଦ ଥାପିଥିବା ବେଳେ ସାଥୀ ଓ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ। ଏଥର ଶ୍ରେୟସ୍ ତାଙ୍କ ଜନ୍ମଦିନ ପରିବାର ଏବଂ ସାଙ୍ଗମାନଙ୍କ ସହ ସେଲିବ୍ରେଟ କରିଛନ୍ତି। ପ୍ରାୟତଃ ଶ୍ରେୟସ୍ ତାଙ୍କ ଜନ୍ମଦିନରେ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି କିନ୍ତୁ ଏଥର ସେ ନିଜ ଜନ୍ମଦିନକୁ ପରିବାର ଏବଂ ସାଙ୍ଗମାନଙ୍କ ସହିତ ପାଳନ କରିଛନ୍ତି। ଏପରିକି ନିଜ ଫ୍ୟାନ୍ସମାନଙ୍କୁ ମଧ୍ୟ ଶ୍ରେୟସ୍ ଧନ୍ୟବାଦ ଦେଇଛନ୍ତି।
Read More >