ଆନନ୍ଦ ଏଲ ରାୟଙ୍କ ଆଗାମୀ ଫିଲ୍ମ "ରକ୍ଷାବନ୍ଧନ"ରେ ପୁଣି ଏକାଠି ହେବେ ଅକ୍ଷୟ ଏବଂ ଭୁମି
Khabar Odisha:Akshay-Kumar-Bhumi-Pednekar-reunite-for-Rakshabandhan

ନୂଆଦିଲ୍ଲୀ, ଜୁନ୍ 9(ଖବର ଓଡ଼ିଶା): ଅଭିନେତା ଅକ୍ଷୟ କୁମାର ବୁଧବାର ଘୋଷଣା କରିଛନ୍ତି ଯେ ଭୁମି ପେଡନେକର ତାଙ୍କ ସହ ଆନନ୍ଦ ଏଲ ରାୟଙ୍କ ଆଗାମୀ ଫିଚର ଫିଲ୍ମ ରକ୍ଷାବନ୍ଧନରେ ଅଭିନୟ କରିବାକୁ ଯାଉଛନ୍ତି।

ପୁର୍ବରୁ ଏହି ଅଭିନେତ୍ରୀ ଯୋଡ଼ି ଟଏଲେଟ୍: ଏକ ପ୍ରେମ କଥା (2017) ଏବଂ ଭୁମି-ଷ୍ଟାରର୍ ଦୁର୍ଗାମତି ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି , ଯେଉଁଥିରେ ଅକ୍ଷୟ ସହ-ନିର୍ମାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତେବେ ଏହାକୁ ନେଇ ଆଜି ଅକ୍ଷୟ କୁମାର ଟ୍ବିଟରରେ ଲେଖିଛନ୍ତି.....

  • Tags:

Subscribe

National International State Sports Entertainment