ନୂଆଦିଲ୍ଲୀ: ଏଣିକି ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ରିଲ୍ସ ନିଶାରେ ବାୟା । ସ୍ଥାନ, କାଳ କିଛି ଦେଖୁ ନାହାଁନ୍ତି । ଶିକ୍ଷକମାନେ ମଧ୍ୟ ବିଦ୍ୟାଳୟରେ ରିଲ୍ସ କରିବା ଆରମ୍ଭ କରିଦେଇଛନ୍ତି । ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତ୍ତାବରଣ ବଜାୟ ରଖିବା ପାଇଁ ଉତ୍ତର ପ୍ରଦେଶର ଫରିଦାବାଦ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ।
Read More >