ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷର ୟୁଜି (UG), ପିଜି (PG) ଏବଂ ଇଣ୍ଟିଗ୍ରେଟେଡ ବିଇଡି-ଏମଇଡି ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଚଳିତ ବର୍ଷ ସ୍ନାତକ (UG) ପରୀକ୍ଷା ଫଳ ବେଶ୍ ନିରାଶାଜନକ ରହିଛି, ଯେଉଁଠି ପାସ୍ ହାର ମାତ୍ର ୪୦% ରେ ସୀମିତ ରହିଛି। ଅନ୍ୟପଟେ ପିଜି ଏବଂ ଇଣ୍ଟିଗ୍ରେଟେଡ୍ କୋର୍ସରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।
Read More >