ନୂଆଦିଲ୍ଲୀ: ଦେଶ ଭକ୍ତି ଆଗରେ ହାର ମାନିଲା ଉଚ୍ଚ ଦରମାର ଚାକିରୀ । ସେନାର ବର୍ଦ୍ଦି ଆଗରେ ଫିକା ପଡ଼ିଗଲା ୪୬ ଲକ୍ଷ ଟଙ୍କା ଏବଂ ଅନ୍ତର୍ଜାତୀୟ ବିମାନ କମ୍ପାନୀର ଚାକିରୀ । କେବଳ ଦେଶ ସେବା କରିବାକୁ ଉଚ୍ଚ ବେତନ ପ୍ରାପ୍ତ ଚାକିରୀକୁ ଛାଡ଼ି ଶେଷରେ ଭାରତୀୟ ସେନାରେ ଯୋଗ ଦେଇଛନ୍ତି ଜଣେ ଯୁବ ଇଞ୍ଜିନିୟର । ଯାହାଙ୍କ ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Read More >