ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଯୁବତୀଙ୍କ ନିର୍ମମ ହତ୍ୟାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଚାରି ଦିନ ପରେ ଅଙ୍କଲଗଳିର ଏକ ଫ୍ଲାଟରୁ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ ପ୍ରେମିକ ପୀୟୁଷ ଧାମାନୋଡିଆଙ୍କୁ ହତ୍ୟା ଅଭିଯୋଗରେ ମୁମ୍ବାଇରେ ଗିରଫ କରାଯାଇଛି। ଅଭିଯୁକ୍ତ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି।
Read More >