ଭୁବନେଶ୍ୱର: ଭୁବନେଶ୍ୱର ପ୍ରତିଷ୍ଠିତ କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ବା କିସ୍ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ଭିନ୍ନ ମୋଡ଼ ନେଇଛି । କିସ୍ କର୍ତ୍ତୃପକ୍ଷଙ୍କ ଅସଲ ଚେହେରା ପଦାକୁ ଆସିଛି । ଏହି ଛାତ୍ର ମୃତ୍ୟୁ ଆକସ୍ମିକ ନୁହେଁ ହତ୍ୟା ଥିଲା ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ଜାଣିଶୁଣି ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିବା ସ୍ପଷ୍ଟ ହୋଇଛି ।
Read More >