ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ହୋଟେଲ ମାଲିକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ହତ୍ୟା ପଛର କାରଣ ଅତି ସାମାନ୍ୟ ଥିଲା। ହୋଟେଲ ମାଲିକ ଅଭିଯୁକ୍ତଙ୍କୁ 'ପୁଅ' ବୋଲି ସମ୍ବୋଧନ କରିଥିଲେ, ଯାହାକୁ ନେଇ ଅଭିଯୁକ୍ତମାନେ ଏତେ ଉଗ୍ର ହୋଇଗଲେ ଯେ ସେମାନେ ଛୁରିରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ପୋଲିସ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
Read More >