ଢେଙ୍କାନାଳ: ସରପଞ୍ଚଙ୍କ ହାତରେ ପଡିଲା ହାତ କଡ଼ି। ବନ୍ଧା ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ। Read More >
ପୁନେ: ମହାରାଷ୍ଟ୍ର ପୁନେରେ ଏକ କମ୍ପାନୀର ମିନି ବସରେ ନିଆଁ ଲାଗି ୪ ଜଣ କର୍ମଚାରୀ ପ୍ରାଣ ହରାଇବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏହା ଏକ ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ପୋଲିସ ଜାଣିବାକୁ ପାଇଛି । କମ୍ପାନୀରେ କାମ କରୁଥିବା ଡ୍ରାଇଭର୍ ଜନାର୍ଦ୍ଦନ ହମ୍ବାର୍ଦିକାର (୫୬) ଏଭଳି ଏକ ହୀନ ଷଡ଼ଯନ୍ତ୍ର ରଚିଥିବା ସ୍ପଷ୍ଟ ହୋଇଛି । ଦୀପାବଳିରେ ବୋନସ୍ ନ ମିଳିବାରୁ ସେ ଏଭଳି କରିଥିବା ଜଣାପଡ଼ିଛି । Read More >
ଉତ୍ତରପ୍ରଦେଶର ମିରଟରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ସ୍ୱାମୀଙ୍କୁ ପ୍ରଥମେ ନିଶା ଔଷଧ ଦେବା ପରେ ପ୍ରେମିକକୁ ହତ୍ୟା କଲା ପତ୍ନୀ । Read More >
ପାରାଦ୍ୱୀପ ବନ୍ଦରରେ ପହଂଚିଛନ୍ତି ସିବିଆଇ ଟିମ । ପାରାଦୀପରେ ଦୁର୍ନୀତିର ଗନ୍ଧ ବାରି ତନାଘନା ଚଳାଇଛି ସିବିଆଇ । ପାରାଦ୍ଵୀପ ବନ୍ଦରର ସ୍ମାର୍ଟ ଇଣ୍ଡଷ୍ଟ୍ରିଆଲ ପୋର୍ଟ ସିଟି ବିଲ୍ଡିଙ୍ଗ ନିର୍ମାଣ ଦୁର୍ନୀତିକୁ ନେଇ, ପାରାଦ୍ୱୀପ ବନ୍ଦରରେ ସିବିଆଇର ଦୁଇଟି ଟିମ୍ ଯାଞ୍ଚ କରୁଛନ୍ତି । Read More >
କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜା ଜୟଜିତ ଯାଦବ ଏବଂ ବିକଳ ଯାଦବ ସାମାନ୍ୟ ବିବାଦକୁ ନେଇ ପରସ୍ପରକୁ ଗୁଳି କରିଥିଲେ। ଏହି ଘଟଣାରେ, ବିକାଲଙ୍କର ଘଟଣାସ୍ଥଳରେ... Read More >
ଜନ ସୂରଜ ପାର୍ଟିର ଅଧ୍ୟକ୍ଷ ପ୍ରଶାନ୍ତ କିଶୋର ପାଟନା ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ ପାଇଁ ତାଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଦିବେଶ ଦିନୁ ସଭାପତି... Read More >
ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଗୁମର ଖୋଲିବାର ଆଶା ଉଜ୍ଜୀବିତ ହେଉଛି । କ୍ରାଇମବ୍ରାଞ୍ଚ ପୁଣି ଥରେ ତାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ନବ ଦାସଙ୍କ ପରିବାରକୁ ଜେରା କରିବା ପରେ ଆଜି ଗୁଳି କାଣ୍ଡ ଘଟିଥିବା ଘଟଣାସ୍ଥଳକୁ ତଦନ୍ତକାରୀ ଦଳ ଯାଇପାରେ ବୋଲି ସୂଚନା ରହିଛି । Read More >
ମାଛ ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଅଭିଯୋଗରେ କର୍ଣ୍ଣାଟକର ଉଡୁପି ଜିଲ୍ଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ୧୮ ମାର୍ଚ୍ଚରେ... Read More >
ବୁଧବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସ୍ବର୍ଗତ ନବ ଦାସଙ୍କ ପରିବାର। ସ୍ତ୍ରୀ ମିନତି, ଝିଅ ଦୀପାଳି ଏବଂ ପୁଅ ବିଶାଳ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। Read More >
ରାଜସ୍ଥାନର ଝୁନଝୁନୁରେ ଘଟିଛି ଏକ ଅଭାବନୀୟ ଘଟଣା। ଝୁନଝୁନୁରେ ଜଣେ ମହିଳା ପୁଅ ଜନ୍ମ ଦେଇ ନ ପାରିବାରୁ ନିଜ ଝିଅକୁ ପାଣି ଟାଙ୍କିରେ ଫିଙ୍ଗି ହତ୍ୟା... Read More >
ସମ୍ବଲପୁରରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଘରୁ ଡାକିନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । Read More >
ଭୁବନେଶ୍ୱର: ବ୍ୟବସାୟୀଙ୍କୁ ନିର୍ମମ ହତ୍ୟା । ବାରିପଦାସ୍ଥିତ ଘରେ ପଶି ଦୁର୍ବୁତ୍ତ ବ୍ୟବସାୟୀଙ୍କ ବେକ କାଟି ହତ୍ୟା କରିଛନ୍ତି । ହତ୍ୟା ପରେ ଦୁର୍ବୁତ୍ତ ଘଟଣା ସ୍ଥଳରୁ ଫେରାର । Read More >
ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ଦେଲେ ଜୀବଦାନ
ଚାମ୍ପିୟାନ୍ସ ଟ୍ରଫି ଜିତିବା ପରେ ଭାରତୀୟ କ୍ରିକେଟ୍ ଟିମ୍ ଉପରେ ଟଙ୍କା ବର୍ଷା; ବିସିଆଇ ଦେବ ୫୮ କୋଟି, ଜାଣନ୍ତୁ କାହାକୁ ମିଳିବ କେତେ?
ଓଲଟିଲା ବରଯାତ୍ରୀ ଗାଡ଼ି: ଜଣେ ମୃତ, ୬ ଗୁରୁତର
ମୁମ୍ବାଇରୁ ଗୁଜୁରାଟ ଆସୁଥିବା ୧.୨୬ କୋଟି ଟଙ୍କାର ଡ୍ରଗ୍ସ ଜବତ