୨୦ ହଜାର ଟଙ୍କାର ଦାଦାବଟି ମାଗିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ
Khabar Odisha:Gangster-Raja-Acharya-arrested-by-the-anti-extortion-wing-of-Twin-City-Police
ଭୁବନେଶ୍ୱର, ଅକ୍ଟୋବର ୧୭ (ଖବର ଓଡ଼ିଶା):

୨୦ ହଜାର ଟଙ୍କାର ଦାଦାବଟି ମାଗିବା ଅଭିଯୋଗରେ କମିସନରେଟ ପୁଲିସ୍ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କଠାରୁ ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା । ଏକାଧିକ ବାର ଦାଦାବଟି ଦେବା ପରେ ଉକ୍ତ ବ୍ୟକ୍ତ ଅତିଷ୍ଠ ହୋଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ ।

ଏହାପରେ ପୁଲିସ୍ ରାଜା ଆଚାର୍ଯ୍ୟଙ୍କୁ ଗିରଫ କରିଥିବା ଜଣାପଡିଛି । ରାଜାଙ୍କୁ କ୍ୟାପିଟାଲ ଥାନାରେ ପୁଲିସ୍ ଜେରା କରୁଥିବା ଜଣାପଡିଛି ।

  • Tags:

Subscribe

National International State Sports Entertainment