ବିଭତ୍ସ, ଅମାନବୀୟ ଆଉ ଲୋମହର୍ଷଣକାରୀ
ଗର୍ଭବତୀ ପତ୍ନୀଙ୍କୁ ପାଣିରେ ବୁଡାଇ ମାରିଦେଲେ ସ୍ୱାମୀ
ଜନ୍ମ କଲା ଛୋଟ ଛୁଆ ଦୁଇଟାଙ୍କୁ ବି ଦୟା ଦେଖାଇଲାନି
ବାପା ବୋଲି ନିଈତି ଡାକୁଥିବା ପିଲା ମାରି ଶୋଇଥିଲେ
ଏପଟେ ଜଲାଦ ବାପା ଅଭିନୟ କରୁଥିଲା, ମିଛି ମିଛିକା କାନ୍ଦୁଥିଲା
ହେଲେ ଶେଷରେ ସତ ପଦାକୁ ଆସିଛି, ବାପାର ପାପ ଧାରାପଡି ଯାଇଛି
Read More >