ପଂଜାବ ଗୁରଦାସପୁର ଜିଲ୍ଲା ବଟାଲାର ଏକ ଗାଁରେ ଅଭିଯୁକ୍ତ ମନଜୋତ ସିଂହ ତାଙ୍କ ବନ୍ଧୁଙ୍କ ସହିତ ମିଶି ତାଙ୍କ ମାଉସୀ ହରଦୀପ କୌର (୪୦) ଏବଂ ତାଙ୍କ ପୁଅ ହରମିତ୍ ସିଂହ (୧୩)ଙ୍କୁ ଶୋଇଥିବା ସମୟରେ ଗୁଳି କରି ହତ୍ୟା କରିଛି। ଆକ୍ରମଣ ସମୟରେ ମନଜୋତ ସିଂହ ତାଙ୍କ ବନ୍ଧୁ ପରଗତଙ୍କୁ ମଧ୍ୟ ହତ୍ୟା କରିଛି। ପରେ ନିଜକୁ ଗୁଳି କରି ଜୀବନ ହାରିଛି।
Read More >