ମହାରାଷ୍ଟ୍ରର ପୁଣେରେ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ହତ୍ୟାର ମୁଖ୍ୟ ଅଭିଯୁକ୍ତ ତାଙ୍କ ଭାବୀ ପତ୍ନୀ ସିଆ ଗୋଏଲ ଏବଂ ତାଙ୍କ ପ୍ରେମିକ ଚୌଧୁରୀ ପୋଲିସ ହେପାଜତରେ ଅଛନ୍ତି। ସିଆ ଗୋଏଲଙ୍କ ବାପା ପ୍ରବୀଣ ଗୋଏଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଏହା ଏକ ଅତ୍ୟନ୍ତ ଦୁଃଖଦ ଘଟଣା। ଆମେ ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁନାହୁଁ।
Read More >