ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଜଣେ ମହିଳା ହୋମଗାର୍ଡ ଆତ୍ମହତ୍ୟା କରଛନ୍ତି । ମୃତକ ଜଣକ ହେଲେ ସୁଜାତା କର । ସେ ଚନ୍ଦ୍ରଶେଖରପୁର ଥାନାରେ ହୋମଗାର୍ଡଭାବେ କାର୍ଯ୍ୟରତ ଥିଲେ । Read More >
ରାୟଗଡ଼ା: ଓଡ଼ିଶା ସହାୟକ ଆରକ୍ଷୀ ବାହିନୀ (ଓଏପିଏଫ୍)ର ଜଣେ କନେଷ୍ଟବଳଙ୍କ ସନ୍ଦେହ ଜନକଭାବେ ମୃତ୍ୟୁ ହୋଇଛି । ମୃତକ ଜଣକଙ୍କ ହେଲେ ଗୌରୀ ପ୍ରସାଦ ତାଡିଙ୍ଗି । ରାୟଗଡ଼ା ବ୍ଲକ ପିତାମହଲ ଏବଂ ଜମାଦେଇପେଣ୍ଠ ରାସ୍ତାରେ ଏକ କପା କ୍ଷେତରୁ ଉଦ୍ଧାର କରାଯାଇଛି । Read More >
ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଜଣେ ମହିଳା ଡାକ୍ତର ଜୀବନ ହାରିବା ମାମଲାରେ ଅଭିଯୁକ୍ତ ସବଇନ୍ସପେକ୍ଟର ଗୋପାଳ ବଡାନେଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଗତ ସପ୍ତାହରେ ଅକ୍ଟୋବର ୨୩ ତାରିଖରେ ସତାରା ଜିଲ୍ଲାର ଫଲଟନ ତାଲୁକାର ଏକ ହୋଟେଲ ରୁମରେ ୨୮ ବର୍ଷୀୟ ଡାକ୍ତରଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। Read More >
ସମ୍ବଲପୁର: ହୀରାକୁଦର ଗାନ୍ଧୀନଗରପଡ଼ାର କାଲୁ ବାହାଦୂର ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ମାତ୍ର ୨୪ ଘଣ୍ଟା ଭିତରେ ପୋଲିସ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । Read More >
ଭୁବନେଶ୍ୱର: ଆଜିକାଲି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ମହିଳା । ସେ ପୁଣି କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀ ଛାତି ଉପରେ । ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଆନ୍ତରାଜ୍ୟ ବସ୍ ଟର୍ମିନାଲରେ ମା ଓ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର । Read More >
ଭଦ୍ରକ: ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ଅପରାଧ । ଜଣେ ନାବାଳିକାକୁ ଅସଦାଚରଣ କରିବାରେ ବିଫଳ ହେବାରୁ ମରଣାନ୍ତକ ଆକ୍ରମଣ କରିଛି ଜଣେ ବ୍ୟକ୍ତି । ନାବାଳିକାକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଗ୍ରାମବାସୀ ଉକ୍ତ ବ୍ୟକ୍ତିକୁ ଅଟକ ରଖିଛନ୍ତି । Read More >
ୟୁକେର କେମ୍ବ୍ରିଜଶାୟାରରେ ଏକ ଟ୍ରେନରେ ଦୁର୍ବୃତ୍ତମାନେ ଅନେକ ଯାତ୍ରୀଙ୍କୁ ଛୁରାମାଡ଼ କରିଛନ୍ତି। ଆହତଙ୍କ ସଂଖ୍ୟା ଅଜଣା ରହିଛି। ପୋଲିସ ଶନିବାର ସନ୍ଧ୍ୟାରେ ଟ୍ରେନକୁ ଅଟକାଇଛି ଏବଂ ଘଟଣା ସମ୍ପର୍କରେ ଦୁଇ ଜଣଙ୍କୁ ଗିରଫ କରିଛି, ଅଧିକାରୀମାନେ କହିଛନ୍ତି। Read More >
2 army officer sentenced to life imprisonment by special POCSO court in rape case of 4-year girl Read More >
ବିହାରର ବୈଶାଳୀ ଜିଲ୍ଲାର ବିଦୁପୁର ଥାନା ଅଞ୍ଚଳ ଅନ୍ତର୍ଗତ ଏରାଜୀକାଞ୍ଚନପୁର ଗ୍ରାମରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ସ୍ତ୍ରୀଙ୍କ ଫେସବୁକ୍ ବ୍ୟବହାରରେ କ୍ରୋଧିତ ହୋଇ ସ୍ୱାମୀ ତାଙ୍କୁ ନିର୍ମମ ଭାବରେ ପିଟି ହତ୍ୟା କରିଛନ୍ତି। ଘଟଣା ଜାଣିବା ପରେ ତାଙ୍କ ବାପାମା ଘଟଣାସ୍ଥଳକୁ ଯାଇ ବିଦୁପୁର ପୋଲିସକୁ ସୂଚନା ଦେଇଥିଲେ। Read More >
mumbai-hostage-taker-rohit-arya-dies-after-police-firefight Read More >
ବ୍ରିଟିଶ ରାଜଧାନୀ ଲଣ୍ଡନରେ ଜଣେ ଯୁବକଙ୍କ ଛୁରାମାଡ଼ରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଉକ୍ତ ବ୍ୟକ୍ତି ଆଫଗାନ ନାଗରିକ ବୋଲି କୁହାଯାଉଛି ଏବଂ ସେ ୨୦୨୦ ମସିହାରେ ବ୍ରିଟେନରେ ପହଞ୍ଚିଥିଲା। ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି। Read More >
ଆୟୁଷ୍ମାନ କାର୍ଡ ତିଆରି କରିବା ନାଁରେ ଠକ ଯୁବକମାନେ ଜଣେ କର୍କଟ ରୋଗୀଙ୍କ ପତ୍ନୀଙ୍କଠାରୁ ୧୭,୦୦୦ ଟଙ୍କା ଆଦାୟ କରି ତାଙ୍କୁ ଏକ ନକଲି ଆୟୁଷ୍ମାନ କାର୍ଡ ଦେଇଥିଲେ। Read More >
ଜେଏନୟୁରେ ପୁଣି ବାମ ଦଳର କମାଲ, ସଭାପତି ପଦ ସହ ଜିତିଲା ସମସ୍ତ ୪ ସିଟ୍
ବିହାରରେ ବମ୍ପର ଭୋଟିଂ, ଭାଙ୍ଗିଲା ରେକର୍ଡ; ପ୍ରଥମ ପର୍ଯ୍ୟାୟରେ ୬୪.୬୬ ପ୍ରତିଶତ ମତଦାନ
ବିଶ୍ୱ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ପାଇବ ଦାମୀ ପୁରସ୍କାର; ପ୍ରତି ଖେଳାଳିଙ୍କୁ ମିଳିବ ବିଳାସପୂର୍ଣ୍ଣ ଟାଟାର ସ୍ବତନ୍ତ୍ର SUV କାର୍
ଏପଟେ ଗଧ, ସେପଟେ ଗଧ, ସବୁଠି ଗଧ...ଭଲ ଘୋଡ଼ାକୁ ମିଳୁନି ଘାସ; କାହାକୁ ତାତ୍ସଲ୍ୟ କଲେ ଗଡ଼କରୀ