ୟାନି କାନ୍ୟାତ୍ରୀ ଲିଙ୍ଗାନି ସ୍ଥାବରାଣୀ ଚରାଣୀଚ ତିଷୁ ସଂକ୍ରମତେ ଦେବତସ୍ୟାଙ୍ଗ ରାତ୍ରୋ ୟତୋ ହରାହ ଶିବରାତ୍ରେ ସତଃ ପ୍ରୋକ୍ତା ତେନସା ହରି ବଲ୍ଲଭା । Read More >
ତିନି ଓଡ଼ିଆଙ୍କୁ ୨୦୨୨ ଓ ୨୦୨୩ ବର୍ଷ ପାଇଁ ନାଟକ ଏକାଡେମୀ ପୁରସ୍କାର । ଏହି ପୁରସ୍କାର କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଘୋଷଣା କରାଯାଇଛି । Read More >
ପ୍ରଭୁ ଧବଳେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି । ପାଖେଇ ଆସିଲାଣି ଶିବରାତ୍ରି । ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡିଲାଣି ଧବଳେଶ୍ୱରପୀଠ । Read More >
ଆରମ୍ଭ ହେଲା ଦେବର କୁଣ୍ଡ ମେଳା । ଭଦ୍ରକ ଜିଲ୍ଲାର ଦେବର କୁଣ୍ଡ ଠାରେ ଦେବର କୁଣ୍ଡ ମେଳା ଆରମ୍ଭ ହୋଇଯାଇଛି । ଏହି ମେଳାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । Read More >
ଲଙ୍କାଶ୍ରୀରେ ହେବ ଅନ୍ତର୍ଜାତୀୟ ଗୀତା ମହୋତ୍ସବ । କୁରୁକ୍ଷେତ୍ର ଉନ୍ନୟନ ବୋର୍ଡ ପକ୍ଷରୁ ଅନେକ ଦେଶରେ ଗୀତା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାପରେ ଶ୍ରୀଲଙ୍କାରେ ଗୀତା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । Read More >
ପବିତ୍ର ମାଘ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏହି ବେଶରେ ମହାପ୍ରଭୁ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ। ଏହାସହିତ ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ରହିଥିବେ। Read More >
ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ହେଉଛନ୍ତି ବରାହ। ଏ ଅବତାରଙ୍କର ବୃତ୍ତାନ୍ତ ଅତ୍ୟନ୍ତ ରୋଚକ। ବ୍ରହ୍ମାଙ୍କ ଅଭିଶାପରେ ସ୍ବର୍ଗପୁରରୁ ବିଚ୍ୟୁତ ହୋଇ ଜୟ ଓ ବିଜୟ ଦୁଇଭାଇ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ଦୈତ୍ୟ ରୂପେ ଜନ୍ମ ହୋଇଥିଲେ। Read More >
ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲଲାଙ୍କର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ସାରା ଦେଶ ରାମମୟ ହେବାରେ ଲାଗିଛି । ଉତ୍ତର ହେଉ ବା ଦକ୍ଷିଣ ହେଉ, ପୂର୍ବ ହେଉ ବା ପଶ୍ଚିମ ହେଉ, ସବୁ ଆଡେ ଆନନ୍ଦ, ହର୍ଷୋଲ୍ଲାସର ପରିବେଶ । Read More >
ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆସାମରୁ ଗଲା ୭୦୦୦ ବାଉଁଶ ଖଣ୍ଡ । ଆଉ ମାତ୍ର କିଛି ଦିନ ପରେ ମନ୍ଦିରରେ ବିରାଜିବେ ପ୍ରଭୁ ରାମଲାଲା । Read More >
ବେଲପତ୍ର। ଭଗବାନ ଶିବଙ୍କ ପ୍ରିୟ। ଯାହାକୁ ଶିବଲିଙ୍ଗରେ ଅର୍ପଣ କଲେ ଆପଣଙ୍କୁ ଅପୂର୍ବ ଫଳ ପ୍ରାପ୍ତି ହେବ। Read More >
ଆଜି ବଡ଼ଦିନ । ଧରାପୃଷ୍ଠାରେ ଅବତରଣ କରିଛନ୍ତି ଯୀଶୁ ଖ୍ରୀଷ୍ଟ । ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ୍ ବା ବଡ଼ଦିନ ଭାବେ ପାଳନ କରାଯାଏ । Read More >
୫୦୦ ଶହ ବର୍ଷ ତଳର କଥା। ଶ୍ରୀକ୍ଷେତ୍ର ପୁରୀକୁ ଆସିଥିଲେ ଗୁରୁ ନାନକ। ସେ ନିଜ ଶିଷ୍ୟ ମର୍ଦ୍ଦନଙ୍କ ସହ ପୁରୀ ଆସିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ନିରାକାର ସତ୍ତାକୁ ଗ୍ରହଣ କରି ସେ ଅଭିଭୂତ ହେଲେ। Read More >
ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅନୁଷ୍ଠିତ
ଚୂଡ଼ାନ୍ତରେ ଓଡିଶା ପାଇଁ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ
ଭିଜିଲାନ୍ସ ଜାଲରେ GST ଅଧିକାରୀ