ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ଉପଲେକ୍ଷ ‘ମକର ଚୌରାଅଶି’ ବେଶେର ଦଶର୍ନ ଦେଉଛନ୍ତି ଶ୍ରୀଜୀଉ
Khabar Odisha:Makar-Sankranti-in-Jaganath-Temple-puri

ପୁରୀ, ଜାନୁଆରୀ ୧୪ (ଖବର ଓଡ଼ିଶା) : ଆଜି ପବିତ୍ର ମକର ସଂକ୍ରାନ୍ତି । ଆଜି ଦିନେର ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିକୁ ପ୍ରେବଶ କରିଥାନ୍ତି । ଏଥିପାଇଁ ଅଜି ଦିନକୁ ମକର ସଂକ୍ରାନ୍ତି ଭାବେର ପାଳନ କରାଯାଏ । 

ଚାରିଆଡେ ମକର ଚାଉଳ ଓ ଗୁଡି ଉଡାର ଆସର ଜମିଥିବା ବେଳେ ଶ୍ରୀମନ୍ଦିରେର ବି ସ୍ୱତନ୍ତ୍ର ନୀତିକାନ୍ତେିର ପୂଜା ପାଉଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରେର ଆଜି ମକର ସଂକ୍ରାନ୍ତି ଉପଲେକ୍ଷ ମକର ଚୌରାଅଶି ବେଶେର ଭକ୍ତ ମାନଙ୍କୁ ଦଶର୍ନ ଦେଉଛନ୍ତି ମହାପ୍ରଭୁ । 

ପ୍ରତିବର୍ଷ ଏହି ବେଶେର ବେଶ ହୋଇଥାନ୍ତି ଶ୍ରୀଜୀଉ । ତେବେ ଆଜି ଶ୍ରୀମନ୍ଦିରେର ମକର ସଂକ୍ରାନ୍ତି ବେଶ୍ ଧୁମଧାମ୍ ରେ ପାଳନ ହେବା ସହିତ ମକର ଚୌରାଅଶି ବେଶେର ବିଭୂଶିତ ହୋଇଛନ୍ତି ଚତ୍ତୁର୍ଦ୍ଧାମୂରତି ।

  • Tags:

Subscribe

National International State Sports Entertainment