୨୦୦୫ ମସିହା ମାର୍ଚ୍ଚ ୨୮ ତାରିଖ ଦିନ ସୁମାତ୍ରାରେ ୮.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା ।
ମାର୍ଚ୍ଚ ୨୮ ତାରିଖ ୧୯୯୧ ମସିହା ସ୍ଲୋଭାକିଆରେ ଶିକ୍ଷକ ଦିବସ ପାଳନ ହୋଇଥିଲା ।
୧୮୯୧ ମସିହା ମାର୍ଚ୍ଚ ୨୮ ତାରିଖ ଦିନ ବିଶ୍ୱରେ ପ୍ରଥମ ଭାରାତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
ମାର୍ଚ୍ଚ ୨୮ ତାରିଖ ୧୭୯୯ ମସିହାରେ ଦାସତ୍ୱ ପ୍ରଥା ବିରୋଧରେ ନ୍ୟୁୟର୍କରେ ଆନ୍ଦୋଳନ ।
୧୬୪୫ ମସିହା ମାର୍ଚ୍ଚ ୨୮ ତାରିଖ ଦିନ ଶିଖ୍‌ ଗୁରୁ ହର ଗୋବିନ୍ଦ ସିଂଙ୍କ ମୃତ୍ୟୁ ହୋଇଥିଲା ।

Advertisement

khabar Odisha