ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କେନ୍ଦ୍ର ମନ୍ତ୍ରୀ କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ୟୁନିଟ୍ ପରିଦର୍ଶନ କରିବେ। ହାଲ୍ ପରିସରରେ ପ୍ରତିରକ୍ଷା ଉତ୍ପାଦନ, ଇଞ୍ଜିନ୍ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ସମୀକ୍ଷା କରିବେ ।
Read More >