ଆଜି ଆନ୍ତର୍ଜାତୀୟ ପରିବାର ଦିବସ
Khabar Odisha:International-Family-Day
ଭୁବନେଶ୍ୱର,ମେ ୧୫(ଖବର ଓଡିଶା): ପ୍ରତି ବର୍ଷ ମେ ୧୫ ତାରିଖକୁ ଆର୍ନ୍ତଜାତୀୟ ପରିବାର ଦିବସ ଭାବରେ ପାଳନ କରାଯାଇଥାଏ । ୧୯୯୩ ମସିହାରେ ଜାତିସଂଘର ଏକ ସାଧାରଣ  ସଭାରେ ଏହି ଦିନଟିକୁ ପରିବାର ଦିବସ ଭାବରେ ଘୋଷଣା କରାଯାଇଥିଲା ।
 
ବର୍ତ୍ତମାନ ଦୁନିଆରେ ଲୁଚି ଯାଉଥିବା  ପରିବାର ଶଦ୍ଦଟିକୁ ଉଦ୍‌ଜୀବିତ କରିବା ପାଇଁ ଏହି ଦିବସଟିକୁ ପାଳନ କରାଯାଇଥାଏ । ପରିବାର ସହ ସଂପୃକ୍ତ ଥିବା ସମସ୍ତ ବିଷୟ ପ୍ରତି ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇ ଆଜିର ଦିନଟିକୁ ପରିବାର ଦିବସ ଭାବରେ ଘୋଷଣା କରାଯାଇଛି । ଏହି ଦିନରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁ କାର୍ୟ୍ୟକ୍ରମମାନ ପାଳନ କରାଯାଇଥାଏ ।
  • Tags:

Subscribe

National International State Sports Entertainment