ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ବିଜେପି ଜୁନ୍ ୨୦ କୁ ପଶ୍ଚିମବଙ୍ଗ ଦିବସ ଭାବେ ପାଳନ କରୁଥିବା ବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 'ପୋଇଲା ବୈଶାଖ' (ବଙ୍ଗଳା ନବବର୍ଷ)କୁ ଆଧିକାରିକ ଭାବେ ରାଜ୍ୟ ଦିବସ ଘୋଷଣା କରିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ, ଗୋଟିଏ ରାଜ୍ୟର ଦୁଇଟି ଜନ୍ମଦିନ ଏବଂ ଏହା ପଛରେ ଥିବା ରାଜନୈତିକ ଲଢ଼େଇର କାରଣ କଣ?
Read More >