ଜନତାର ସ୍ୱର : “ ଆଉ ଏକ କୁନ୍ଦୁଲି ”

କୁନ୍ଦୁଲି ଗଣଦୁର୍ଷମ ମାମଲା ଏବେ ରାଜନୈତିକ ଚର୍ଚ୍ଚାର କେନ୍ଦ୍ରରେ ଅଛି । କିନ୍ତୁ ଏହା ଭିତରେ ଲୁଚିଯାଇଛି ଏହାଠାରୁ ଆହୁରି ଭୟଙ୍କର ଆଉ ଏକ ଦୁର୍ଷମ ମାମଲା । ଘଟଣାଟି ଘଟିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଇନ୍ଦୋଳ ପଂଚାୟତ ଅଢାଙ୍ଗ ଗାଁରେ । କୁନ୍ଦୁଲି ଘଟଣାରେ ପିଡିତା ଜିବିତ ଥିବା ବେଳେ ଏହି ଘଟଣାରେ ପିଡିତା ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଲା ଘଟଣା ଘଠିବାର ୧ ମାସରୁ ଅଧିକ ସମୟ ବିତିସାରିଥିବାବେଳେ ପୋଲିସ ପ୍ରଶାସନ ଚୁପ ବସିଛି ।

#ଜନତାରସ୍ୱର #JanataraSwara

  • Tags:

Subscribe

National International State Sports Entertainment