ସିବିଏସଇ (CBSE) ପକ୍ଷରୁ ଏକ ନୂତନ ସର୍କୁଲାର ଜାରି କରାଯାଇଛି, ଯେଉଁଥିରେ ୧୦ମ ଶ୍ରେଣୀରେ ‘ଏନଭିରନ୍ମେଣ୍ଟାଲ୍ ଏଜୁକେସନ୍’ (ପରିବେଶ ଶିକ୍ଷା) ବିଷୟ ପଢ଼ାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏହା ସହିତ ୯ମ ଶ୍ରେଣୀରେ ଭୋକେସନାଲ୍ ଏଜୁକେସନ୍ (ବୃତ୍ତିଗତ ଶିକ୍ଷା) କୁ ବାଧ୍ୟତାମୂଳକ କରାଯାଇଛି।
Read More >