ପୁରଣ ହେଲା ଦୀର୍ଘ ଦିନରେ ଦାବି । ସବୁଦିନ ପାଇଁ ବନ୍ଦ ହେଲା ବିଏମସିର ଦାରୁଠେଙ୍ଗ ଡମ୍ପିଂୟାର୍ଡ। ଭୁବନେଶ୍ୱରରୁ ଆଉ ସହର ବାହାରକୁ ଯିବନି ଅଳିଆ । ଏ ନେଇ ଦାରୁଠେଙ୍ଗ ସରପଞ୍ଚଙ୍କୁ ଚିଠି ଲେଖି ଅବଗତ କରାଇଛି ଭୁବନେଶ୍ବର ମହାନଗର ନିଗମ । Read More >
ରାତିରେ ପ୍ରଚାର ଆଉ ସକାଳେ ଚାଲିଲା ବୁଲଡୋଜର | ରାଜଧାନୀ ଭୁବନେଶ୍ୱରରେ ଏବେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍। ଉଠା ଦୋକାନୀଙ୍କ ପେଟ ପାଟଣାକୁ ଲାତ ମାରିଛି ବିଏମ୍ସି | ମେୟରଙ୍କ ବଦଳି ଦାବିରେ ଉଠା ଦୋକାନୀମାନେ ବିଶାଳ ରାଲି କରୁଛନ୍ତି | Read More >
ରାଜଧାନୀ ଦିଲ୍ଲୀରେ ଗତ 2ଦିନ ହେବ ବାୟୁ ଗୁଣବତ୍ତାରେ ଉନ୍ନତି ହୋଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଏବେ ରାଜଧାନୀରେ 200 ରୁ କମ୍ ରେକର୍ଡ କରାଯାଇଛି। ଏବେମଧ୍ୟ ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ଖରାପ ବର୍ଗରେ ରହିଛି । Read More >
ଦୁଇ କାର ମୁହାଁମୁହିଁ ଧକ୍କା: ଜଣେ ମୃତ
ବିଜେପି ପାଇଁ ଦେଶ ବଡ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପେଟ୍ରୋଲିଂ ସମୟରେ ଗୁଳି ବିନିମୟ : ଜଣେ ସୁରକ୍ଷାକର୍ମୀ ମୃତ
୩୦ ହଜାର ଟଙ୍କାର କାଠ ଜବତ