ଜଗତସିଂପୁର: ନିଜର ଦୃଢ଼ ଇଚ୍ଛା ଶକ୍ତି ବଳରେ ମହିଳା ମାନେ ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି। ନିଜର ଲୁକ୍କାୟିତ ପ୍ରତିଭାକୁ ସୁବିନିଯୋଗ କରି ଆଜି ଗ୍ରାମରେ ରହୁଥିବା ମହିଳାମାନେ କପଡା ତୁଳାରେ ସୁନ୍ଦର ସୁନ୍ଦର ଟେଡି, କଣ୍ଢେଇ, ବାଘ, ଭାଲୁ, ଠେକୁଆ,ଶୁଆ, ଭଳି ବିଭିନ୍ନ ପଶୁ ପକ୍ଷୀ, ଭ୍ୟାନିଟ ବ୍ୟାଗ, ପର୍ସ, ଚାନ୍ଦୁଆ ଆଦି ତିଆରି କରି ଏହାକୁ ବିକ୍ରୀ କରି ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି।
Read More >