ଆସନ୍ତା ୪ରେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟରେ ଧାରଣା ଦେବ କଂଗ୍ରେସ Bhubaneswar Share story: ଭୁବନେଶ୍ୱର: ଭୋଟ ଚୋରି ଅଭିଯୋଗରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଘେରିବ କଂଗ୍ରେସ । ଆସନ୍ତା ୪ରେ ଭୁବନେଶ୍ୱରସ୍ଥିତ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ଦେବ କଂଗ୍ରେସ । ଏ ନେଇ ସୂଚନା ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଚରଣ ଦାସ । Swagatika Sahoo, Author, 18-08-2025 6:26PM