ସରକାରୀ ପାଣ୍ଠି ଆତ୍ମସାତ୍ ମାମଲାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତର ପୂର୍ବତନ ସହକାରୀ ଡାଟା ଏଣ୍ଟ୍ରି ଅପରେଟର (ADEO) ତଥା ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ଜି. ଶଙ୍କର ଏବଂ ବାନୁଆଗୁଡ଼ା ଗ୍ରାମ ପଞ୍ଚାୟତର ‘ଗ୍ରାମ ସେବକ ଲାଇଖାନା ନାୟକଙ୍କୁ ଗିରଫ କରିଛି।
Read More >