ନବରଙ୍ଗପୁର: ଲଗାଣବର୍ଷାରେ ନବରଙ୍ଗପୁର ଜିଲ୍ଲାର ୮ଟି ବ୍ଳକର ୨୯ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏସବୁ ପଞ୍ଚାୟତର ୭୧ଟି ଗାଁର ୧୮ ହଜାର ୮୧୮ ପ୍ରଭାବିତ ହୋଇଛନ୍ତି । ୬ ହଜାର ୩୮୫ ଜଣଙ୍କୁ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ୧୨୪୦ ବିଭିନ୍ନ ଅଞ୍ଚଳରେ ଫସି ରହିଥିଲେ। Read More >
ନବରଙ୍ଗପୁର: ଲଗାଣବର୍ଷାରେ ନବରଙ୍ଗପୁର ଜିଲ୍ଲାର ୮ଟି ବ୍ଳକର ୨୯ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏସବୁ ପଞ୍ଚାୟତର ୭୧ଟି ଗାଁର ୧୮ ହଜାର ୮୧୮ ପ୍ରଭାବିତ ହୋଇଛନ୍ତି । ୬ ହଜାର ୩୮୫ ଜଣଙ୍କୁ ୨୩ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। Read More >
ଭୁବନେଶ୍ୱର: ଗଭୀର ଅବପାତ ଜନିତ ବର୍ଷା ପରେ ଏବେ ପୁଣି ଥରେ ବନ୍ୟା ଆଶଙ୍କା ଦେଖା ଦେଇଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ବନ୍ୟା ଆଶଙ୍କାରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ମାଲକାନଗିରିଠାରୁ ଆରମ୍ଭ କରି ମୟୁରଭଞ୍ଜ ଯାଏ ଅନେକ ଜଳମଗ୍ନ ହୋଇ ରହିଛି । ମୟୂରଭଞ୍ଜରେ ପ୍ରାୟ ୨୦ଟି ବ୍ଲକ ପ୍ରଭାବିତ ହୋଇଛି । Read More >
ପ୍ରବଳ ବର୍ଷା ଜନିତ ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଗସ୍ତ କରି ସମୀକ୍ଷା କରୁଛନ୍ତି ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ Read More >
ଦୀର୍ଘ ୭ଘଣ୍ଟା ଅପରେସନ ପରେ ଧରାପଡ଼ିଲାଘରେ ପଶିଥିବା ମହାବଳ ବାଘ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ Read More >
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ଇ-ପୋର୍ଟାଲ କରିବାକୁ ନିଷ୍ପତ୍ତି ନେଇଛନ୍ତି Read More >
ମୁକୁଳା ଡ୍ରେନ୍ରେ ପଡ଼ି ମୃତ୍ୟୁ ହେଲେ ଏବେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କଡ଼ା ଆକ୍ସନ୍ ନିଆଯିବ। Read More >
ଭୁବନେଶ୍ୱର: ରାଜ୍ୟ ସରକାର ବନ୍ଦ ହୋଇପଡ଼ିଥିବା ଚିନି କଳକୁ ପୁନର୍ବାର ଚାଲୁ କରିବା ଏବଂ ଆଖୁ ଚାଷକୁ ପ୍ରୋତ୍ସାହିତ କରିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର: ରାଜ୍ୟ ସରକାର ବନ୍ଦ ହୋଇପଡ଼ିଥିବା ଚିନି କଳକୁ ପୁନର୍ବାର ଚାଲୁ କରିବା ଏବଂ ଆଖୁ ଚାଷକୁ ପ୍ରୋତ୍ସାହିତ କରିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି । Read More >
caught-charged-convicted-in-17-days-jharsuguda-police-wrap-night-burglary-case Read More >
ଭୁବନେଶ୍ୱର: ‘‘ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା,’’ ବୋଲି ଆଜି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ମେଗା ମେମ୍ବରସିପ୍ ଡ୍ରାଇଭ୍ ‘ସମ୍ବନ୍ଧ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । Read More >
9th-flood-hits-baitarani-100-ft-breach-triggers-fresh-flooding Read More >
woman-dies-after-wall-collapses-due-to-incessant-rain Read More >
ଗରିବ ପରିବାରକୁ ଋଣ ଜାଲରେ ଫସାଇ ନିର୍ଯାତନା; ନାବାଳିକା ଗର୍ଭବତୀ ପରେ ରହସ୍ୟ ଉନ୍ମୋଚିତ
ନବରଙ୍ଗପୁରରେ ୮ ବ୍ଳକର ୨୯ ପଞ୍ଚାୟତ ପ୍ରଭାବିତ
'ଟ୍ରମ୍ପ୍ ଷ୍ଟ୍ରେଟ୍': ହର୍ମୁଜ୍ ପ୍ରଣାଳୀର ନାମ ପରିବର୍ତ୍ତନ କଲେ ଆମେରିକା ରାଷ୍ଟ୍ରପତି, ସେୟାର କଲେ ମାନଚିତ୍ର