ପାର୍ବଣ ଋତୁରେ ପୂଜା ପୂର୍ବରୁ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାରେ ବଡ଼ ଧରଣର ଡକାୟତି ପାଇଁ ଚାଲିଥିବା ଯୋଜନାକୁ ପଣ୍ଡ କରିବାରେ ବହଳଦା ପୋଲିସ ସଫଳ ହୋଇଛି। ଝାଡ଼ଖଣ୍ଡ ଓ ମୟୂରଭଞ୍ଜ ସୀମାନ୍ତ ଅଞ୍ଚଳରୁ ଦୁଇଟି ପୃଥକ ପୃଥକ ଡକାୟତି ଗ୍ୟାଙ୍ଗର ମୋଟ ୮ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବନ୍ଧୁକ, ଗୁଳି, ଖଣ୍ଡା, ମାରଣାସ୍ତ୍ର ଏବଂ ଚାରିଚକିଆ ଯାନ ଜବତ କରାଯାଇଛି।
Read More >