ପ୍ରବଳ ବର୍ଷା ଜନିତ ପରିସ୍ଥିତିର ସମୀକ୍ଷା ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ ନିମନ୍ତେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଗସ୍ତ କରି ସମୀକ୍ଷା କରୁଛନ୍ତି ରିଲିଫ୍ କମିଶନରଙ୍କ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ Read More >
ଦୀର୍ଘ ୭ଘଣ୍ଟା ଅପରେସନ ପରେ ଧରାପଡ଼ିଲାଘରେ ପଶିଥିବା ମହାବଳ ବାଘ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ Read More >
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ବନ୍ଦୋବସ୍ତ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ଇ-ପୋର୍ଟାଲ କରିବାକୁ ନିଷ୍ପତ୍ତି ନେଇଛନ୍ତି Read More >
ମୁକୁଳା ଡ୍ରେନ୍ରେ ପଡ଼ି ମୃତ୍ୟୁ ହେଲେ ଏବେ ସମ୍ପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କଡ଼ା ଆକ୍ସନ୍ ନିଆଯିବ। Read More >
ଭୁବନେଶ୍ୱର: ରାଜ୍ୟ ସରକାର ବନ୍ଦ ହୋଇପଡ଼ିଥିବା ଚିନି କଳକୁ ପୁନର୍ବାର ଚାଲୁ କରିବା ଏବଂ ଆଖୁ ଚାଷକୁ ପ୍ରୋତ୍ସାହିତ କରିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର: ରାଜ୍ୟ ସରକାର ବନ୍ଦ ହୋଇପଡ଼ିଥିବା ଚିନି କଳକୁ ପୁନର୍ବାର ଚାଲୁ କରିବା ଏବଂ ଆଖୁ ଚାଷକୁ ପ୍ରୋତ୍ସାହିତ କରିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଖୁ ଚାଷୀଙ୍କ ଆୟ ବୃଦ୍ଧି ଓ ସମବାୟ ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ସମବାୟ ଚିନି ଶିଳ୍ପ ଅଞ୍ଚଳରେ ଆଖୁ ଉତ୍ପାଦନ ପ୍ରୋତ୍ସାହନ” ଯୋଜନାର ଶୁଭାରମ୍ଭ କରିଛନ୍ତି । Read More >
caught-charged-convicted-in-17-days-jharsuguda-police-wrap-night-burglary-case Read More >
ଭୁବନେଶ୍ୱର: ‘‘ସମବାୟ ସଂସ୍ଥା କୌଣସି ରାଜନୈତିକ ମଞ୍ଚ ନୁହେଁ, ଏହା ହେଉଛି ଆମର ଅନ୍ନଦାତା ଚାଷୀ ଭାଇଭଉଣୀଙ୍କ ଜୀବନରେଖା,’’ ବୋଲି ଆଜି ପ୍ୟାକ୍ସ ଓ ଲ୍ୟାମ୍ପ୍ସର ମେଗା ମେମ୍ବରସିପ୍ ଡ୍ରାଇଭ୍ ‘ସମ୍ବନ୍ଧ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । Read More >
9th-flood-hits-baitarani-100-ft-breach-triggers-fresh-flooding Read More >
woman-dies-after-wall-collapses-due-to-incessant-rain Read More >
ଆଇପିଏସ୍ ଅଧିକାରୀ ଡକ୍ଟର ସର୍ବଣା ବିବେକ ଏମ୍ ଭୁବନେଶ୍ୱରର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି Read More >
opsc-and-ssb-push-to-fill-hundreds-of-vacant-school-teaching-posts-in-odisha Read More >
ଭୁବନେଶ୍ଵର: ରାଜ୍ୟରେ ଡ୍ରପ୍ ଆଉଟ୍ ବା ଅଧାରୁ ପାଠ ପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ବର୍ଷ ୧୫ ପ୍ରତିଶତ ଥିବା ହାର ଚଳିତ ବର୍ଷ ୧୪.୧ ପ୍ରତିଶତକୁ ଖସିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି । Read More >
ଇରାନର ଅସ୍ତ୍ରବିରତି ପ୍ରସ୍ତାବକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ; ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ପୁଣି ବୋମାମାଡ଼ ସମ୍ଭବନା
ସାୱନ ବରୱାଲ କିଏ? ୪୪ ବର୍ଷ ପରେ ଏସୀୟ କ୍ରୀଡ଼ା ମାରାଥନରେ ଭାରତକୁ ଆଣିଲେ ରୌପ୍ୟ ପଦକ
କଙ୍ଗୋରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୨ଲେଫ୍ଟନାଣ୍ଟ ଜେନେରାଲଙ୍କ ସମେତ ୧୪ ମୃତ
ନକଲି କାଗଜପତ୍ର ବ୍ୟବହାର: ଛତିଶଗଡ଼ରୁ ବାଂଲାଦେଶୀ ବ୍ୟକ୍ତି ଗିରଫ