ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କଲେ ମହିଳା ମାଓବାଦୀ
Khabar Odisha:Lady-Maoist-surendered-infront-of-Malkangiri-Police
ମାଲକାନଗିରି, ଜାନୁଆରୀ 23 (ଖବର ଓଡିଶା) :

ମାଲକାନଗିରି ଜିଲ୍ଲା ପୋଲିସକୁ ବଡ଼ ସଫଳତା  । ମହିଳା ମାଓବାଦୀ ଲାଚି ଖରା ଏସପିଙ୍କ ନିକଟରେ  ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି  ।

ମହିଳା ମାଓବାଦୀ ଲାଚି ଖରା ନାଁରେ ବହୁ ମାମଲା ରହିଥିବା ଜଣାପଡିଛି  । ଲାଚି ଖରା ପୂର୍ବରୁ ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ହତ୍ୟାକାଣ୍ଡରେ ଜଡିତ ଥିଲେ  । ସେ ସ୍ୱାଭିମାନ ଅଞ୍ଚଳ ପଣସପୁଟ ପଞ୍ଚାୟତର ମୁକୁଟପାଳି ଗ୍ରାମର ବୋଲି ଜଣାପଡ଼ିଛି । ଲାଚି ଖରା ମାଓବାଦାଙ୍କ ଖରାପ ଆଚରଣକୁ ନିନ୍ଦା କରିଛନ୍ତି  । ସ୍ୱାଭିମାନ ଅଞ୍ଚଳର ବିକାଶ ପାଇଁ ଆତ୍ମ ସମର୍ପଣ କରିଥିବା ଲାଚି ଖରା କହିଛନ୍ତି  ।

 

  • Tags:

Subscribe

National International State Sports Entertainment