ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ସାଳନ୍ଦୀ ଏବଂ ବ୍ରାହ୍ମଣୀରେ ନଦୀରେ ଜଳ ସ୍ତର ବୃଦ୍ଧି ପାଇବା ଦ୍ୱାରା 6ଟି ଜିଲ୍ଲା ପ୍ରଭାବିତ ହୋଇଛି । ମୋଟ ୬ଟି ଜିଲ୍ଲା, ୫୨ଟି ବ୍ଲକ୍, ୨୨୭ଟି ଗ୍ରାମ ପଞ୍ଚାୟତ ଏବଂ ୫୦୩ଟି ଗାଁର ୨,୭୦,୨୧୨ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସର୍ବାଧିକ ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇଛି ।
Read More >