କୋରାପୁଟ: ଗୋଟିଏ ପଟେ ଲଗାଣ ବର୍ଷା, ଅନ୍ୟପଟେ ଉଛୁଳା ବାସୁଖି ନଦୀ। ଏହି ନଦୀ ଉପରେ ପୋଲ ନଥିବାରୁ ଜୀବିତ ଲୋକଙ୍କ ଯାତାୟାତ ଯେତିକି କଷ୍ଟକର, ମୃତ୍ୟୁ ପରେ ମଧ୍ୟ ମିଳୁନି ସହଜ ରାସ୍ତା। ଏଭଳି ଏକ ଦୁଃଖଦ ଓ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ରାଇସିଂ ପଞ୍ଚାୟତ ଅନ୍ତର୍ଗତ ଦେବଶଣ୍ଡଗୁଡ଼ା ଗ୍ରାମରେ । ଶବ ସତ୍କାର ପାଇଁ ପଥର ଓ ଉଛୁଳା ନଦୀ ପାର ହୋଇଛନ୍ତି ପରିବାର ଲୋକେ ।
Read More >