ବୌଦ୍ଧ: ବୌଦ୍ଧ ସହରସ୍ଥ ଜିଲ୍ଲା ସଂଗ୍ରାହଳୟ ଠାରେ ଜିଲ୍ଲା ସ୍ତରୀୟ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି l ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବିଧାନରେ ରଙ୍ଗୋଲି ପ୍ରତିଯୋଗିତା ସମ୍ପାଦିତ ହୋଇଥିଲା l ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼ ଏବଂ ଜ଼ିଲ୍ଲା ସଂଗ୍ରହlଳୟ ର କର୍ମଚାରୀ ଏହି ଉତ୍ସବରେ ସହଯୋଗ କରିଥିଲେ l