ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବୁଧବାର ରାଷ୍ଟ୍ରୀୟ ଗଣତାନ୍ତ୍ରିକ(ଏନଡିଏ)ର ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ କରାଯାଇଛି। ବୈଠକରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ କିଞ୍ଜରାପୁ ସହିତ ଅନେକ ବଡ଼ ନେତା ଉପସ୍ଥିତ ଥିଲେ। Read More >
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ଲୋକ ସେବା ଭବନର କନଭେନସନ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡିକର ଶୁଭାରମ୍ଭ କରିଛନ୍ତି । କୃଷକମାନଙ୍କୁ ଠିକ୍ ସମୟରେ ଋଣ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । Read More >
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ମାସରେ ‘ସୁଭଦ୍ରା’ ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ । ବୁଧବାର ଏନେଇ ସୂଚନା ଦେଇଛନ୍ତିମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଜାନୁୟାରୀ ଶେଷ ସୁଦ୍ଧା ଓଡ଼ିଶାର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଯିବ । Read More >
କଟକ: ୭ ବର୍ଷ ପରେ ବହୁ ଚର୍ଚ୍ଚିତ ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜାନକୀ ବଲ୍ଲଭ ପାଢ଼ୀଙ୍କ ଆତ୍ମହତ୍ୟା ଘଟଣାର ହେବ ତଦନ୍ତ । କାରଣ ମାମଲରେ ପୁନଃ ଏତଲା ଦେବାକୁ ଅନୁମତି ପ୍ରଦାନ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । Read More >
ନୂଆଦିଲ୍ଲୀ: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ଏକ ବଡ଼ ବୟାନ ଦେଇଛନ୍ତି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ଦେବାକୁ କହିଛନ୍ତି ମନ୍ତ୍ରୀ ଶ୍ରୀ ସିଂ । Read More >
୨୦୧୯ରେ କଟକ ନିଶ୍ଚିତକୋଇଲି ଅଞ୍ଚଳର ବିଶ୍ୱଜିତ ମଲ୍ଲିକ ଏବଂ ବିଷ୍ଣୁପ୍ରିୟା ମଲ୍ଲିକଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ବିଷ୍ଣୁପ୍ରିୟା ଲାଲବାଗ ସାଇବର ଥାନାରେ କନଷ୍ଟେବଳ ଥିବାବେଳେ ସ୍ୱାମୀ ଜଣେ ବ୍ୟବସାୟୀ ଅଟନ୍ତି । Read More >
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ପର୍ଶଳା ପଞ୍ଚାୟତ ଗୋପୀନାଥପୁର ଗାଁରେ ଅଖା ବସ୍ତାରୁ ନାବାଳକ ମୃତ ଦେହ ଉଦ୍ଧାର ହେବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । କେଉଁ କାରଣ ପାଇଂ ନାବାଳକୁ ହତ୍ୟା କରାଯାଇଛି ତାହା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ପଡ଼ୋଶୀଠାରୁ ପ୍ରତିଶୋଧ ପାଇଁ ନେବାକୁ ବଳି ପଡ଼ିଯାଇଛି ନାବାଳକ । ଆଜି ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ ବେଳେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ହରପ୍ରିୟା ନାୟକ । Read More >
ସୁନ୍ଦରଗଡ଼ରେ ସିରିଜ ଚୋରି ହୋଇଛି। ୫୦୦ ଗ୍ରାମ୍ ସୁନା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଲୁଟେରା । ଏପରି ଏକ ଘଟଣା ସୁନ୍ଦରଗଡ଼ ଟାଉନ ଥାନା ଫିଟିଙ୍ଗପଡାରେ ଘଟିଛି । Read More >
ଖୋର୍ଦ୍ଧା ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନ ପ୍ରଧାନଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ବନ୍ଧୁକ, ୨୦ଟି ଅଫୁଟା ଗୁଳି, ୮୪ ହଜାର ଟଙ୍କା, କାର ଆଦି ଜବତ ହୋଇଛି । Read More >
ଖୁବଶୀଘ୍ର ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସେମାନଙ୍କୁ ଟଙ୍କା ମିଳିବ । ଏ ନେଇ ସରକାର ଖୁବଶୀଘ୍ର ନୀତିଗତ ନିଷ୍ପତି ନେବେ ବୋଲି ବୁଧବାର କହିଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ । Read More >
କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ଜମିରେ ନାବାଳିକା ଜଣକ ଖେଳୁଥିବା ସମୟରେ କୁକୁର ଆକ୍ରମଣରେ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସାରା ଅଞ୍ଚଳରେ କୁକୁର ଆତଙ୍କ ଖେଳିଯାଇଛି। Read More >
ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ଶେଷ କରିବାକୁ କହିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । Read More >
ସବୁ ପ୍ରାଥମିକ ସମବାୟ ସମିତିର ଖାତା ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ମାର୍ଚ୍ଚ ମାସରେ ‘ସୁଭଦ୍ରା’ ଯୋଜନାର ଦ୍ଵିତୀୟ କିସ୍ତି
ପୁଷ୍ପା-୨ ପ୍ରିମିୟର୍ ଶୋ ଅଘଟଣ ମାମଲା: ମୃତ ମହିଳାଙ୍କ ପରିବାରକୁ ମିଳିବ ୨ କୋଟି, ଅଲ୍ଲୁ ଅର୍ଜୁନଙ୍କ ବାପାଙ୍କ ଘୋଷଣା
ସଂସଦ ନିକଟରେ ଆତ୍ମାହୁତି ଉଦ୍ୟମ