ଗୋ ମୂତ୍ର । ଆଜ୍ଞା ହଁ ଦର୍ଶକ ବନ୍ଧୁ ଗୋ ମୂତ୍ର । ଗୋ ମୂତ୍ର କିମ୍ବା ଗାଇର ମଳ। ଏହାକୁ ସେବନ କରିବା ଭଲ ନା ଖରାପ । କିଛି ଲୋକ ଆହାକୁ ପିଇଲେ ଭଲ ବୋଲି ଦର୍ଶାଇ ଥାଆନ୍ତି । କରାଣ ଆମ ହିନ୍ଦୁ ଧର୍ମରେ ଆମେ ଗାଇକୁ ପୂଜାକରୁ । ଏହା ସହିତ ଗାଇର ଗୋବର ମଧ୍ୟ ଆମ ଶୁଦ୍ଧି ହେବାରେ କାମରେ ଆସିଥାଏ । ତେବେ ଯେଉଁମାନେ ଧର୍ମ ବିଶ୍ବାସୀ ସେମାନଙ୍କ ମତ ଅନୁସାରେ ଗୋମୂତ୍ର ଭଲ ଆଉ ଗୋ ମୂତ୍ର ଦ୍ବାର ଅନେକ ଉପକାର ହୋଇଥାଏ । ଆଉ କେତେ ଲୋକ କୁହନ୍ତି ଏଥିରୁ ର୍ଦୁଗନ୍ଧ ଭାହାରେ ଏହା ଦେହ ପାଇଁ ଆଦୌ ଭଲ ନୁହଁ । ତେବେ ଏହା କଣ ସତରେ ଦେହ ପାଇଁ ଭଲ ନା ଅନ୍ୟ ଜୀବଜନ୍ତୁଙ୍କ ମୂତ୍ର ପରି । ତେବେ ବିଷେଶଜ୍ଞଙ୍କ ମତ ଅନୁସାରେ ଗୋ ମୂତ୍ରରେ 6ଟି ତତ୍ତ୍ବ ଅଛି ଯାହା ଆମ ଦେହ ପାଇଁ ନିହାତି ଦରକାର ସେଗୁଡିକ ହେଉଛି । ସୋଡିୟମ, କ୍ୟାଲସିୟମ୍, ଆଇରନ , ଜିଙ୍କ୍, ପୋଟାସିୟମ୍, ମ୍ୟାଗନେସିୟମ । ଏହି 6ଟି ମିନରାଲ ଏଥିରେ ଭରପୁର ଥାଏ । ତେବେ ଆମ ବଡିର ଡେଫିସିଏନ୍ନି ପାଇଁ ଆମେ ଆର ଓ ପାଣି ପିଇଥାଉ । ଯାହାକୁ ପିଇବା ଫଳରେ ଆମ ଦେହରୁ ଏହି 6ଟି ତତ୍ତ୍ବ ବାହାରି ଯାଇଥାଏ । ଆମ ଶରୀର ଏହି 6ଟି ତତ୍ତ୍ବକୁ ଆବଶ୍ୟକ କରିଥାଏ । ଆଉ ଏହା ଆମକୁ ଗୋମୁତ୍ରରୁ ମିଳିଥାଏ ।
ତେବେ ନିକଟ ଅତୀତରେ ବରେଲି ଭିତ୍ତିକ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ (IVRI) ଏକ ରିସର୍ଚ୍ଚରୁ ଜଣା ପଡିଛି । IVRI ରୁ PhD କରୁଥିବା ତିନିଜଣ ଛାତ୍ର ସେମାନଙ୍କୁ ଅନୁସନ୍ଧାନରେ କହିଛନ୍ତି ଯେ ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ମିଳିଥାଏ । ଏଥିପାଇଁ ସୁସ୍ଥ ଗାଈ ଏବଂ ମଇଁଷି ମୂତ୍ର ନମୁନା ପରୀକ୍ଷା କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଏଥିରେ ଅତି କମରେ ୧୪ ପ୍ରକାରର କ୍ଷତିକାରକ ଜୀବାଣୁ ମିଳିଥାଏ ଯାହା ପେଟ ରୋଗର କାରଣ ହୋଇପାରେ। ତେଣୁ ଗୋମୁତ୍ର ଦେହ ପାଇଁ ଭଲ ନୁହଁ । କାରଣ ଏଥିରେ ଅନେକ ଗୁଡିଏ ବ୍ୟାକ୍ଚେରିଆ ଥାଏ । ଯାହାକି ବିଭିନ୍ନ ରୋଗର କାରଣ ହୋଇଥାଏ । ଯେମିତିକି ପେଟ ସଂକ୍ରମଣ ସହ ସଂଶ୍ଲିଷ୍ଟ ବ୍ୟାକ୍ଟେରିଆ ରହିଛି । ତେବେ ଗୋମୁତ୍ରକୁ ଖଲିରେ ସେବନ କରନ୍ତୁ ନାହିଁ । ଏହାକୁ ଖାଲିରେ ସେବନ କରିବା ବଦଳରେ ଡାକ୍ତରଙ୍କ ପରାମର୍ଶ ନେଇ ପିଅନ୍ତୁ । ସୂଚାନମୂତାବକ ଗୋ ମୂତ୍ରର ଉପକାରିତା ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ। ଅନେକ ଥର ଆପଣ ନିଶ୍ଚୟ ଏପରି ବିଜ୍ଞାପନ ମଧ୍ୟ ଦେଖିଥିବେ ଏହାକୁ ପିଇବା ଦ୍ୱାରା ତୁରନ୍ତ ଆରୋଗ୍ୟ ମିଳେ। କିନ୍ତୁ ବର୍ତ୍ତମାନ ଏହି ରିସର୍ଚ୍ଚ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁଥିରେ ପ୍ରକାଶ ପାଇଛି ଯେ ଗାଈ ପରିସ୍ରା ଅପେକ୍ଷା ମଣିଷଙ୍କ ପାଇଁ ମଇଁଷି ପରିସ୍ରା ଭଲ।